
କନ୍ଧମାଳ, ୨୯/୦୬: ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ମାଲିପଡ଼ାର ନାଳପଡ଼ା ଠାରେ ଏକ ଶଙ୍ଖପୋଲ ୨୦୧୫ ମସିହାରେ ନିର୍ମାଣ କରାଯାଉଥୁଲା କୌଣସି ଅସୁବିଧାରୁ ଶଙ୍ଖପୋଲ ଅଳ୍ପ କିଛି ପରିମାଣରେ କାମ ହେଲା ପରେ ବନ୍ଦ ହୋଇଗଲା ଯାହା ଫଳରେ ବର୍ଷା ମାସରେ ଦୁଇ ନାଲପଡା ବାସିନ୍ଦା ମେଡିକାଲ ବଜାର ଓ ଛୋଟ ଛୋଟ ଛାତ୍ର ଛାତ୍ରୀ ମାନେ ସ୍କୁଲ ଯିବା ଆସିବା ଅସୁବିଧା ହଉଚି ବର୍ଷା ମାସରେ ପ୍ରବଳବର୍ଷା ହେଲେ ନାଳରେ ପ୍ରଚୁର ପରିମାଣରେ ପାଣି ଯାଇଥାଏ ଏବଂ ୩୦୦୦ ହଜାର ହେକ୍ଟର ଜମିର ମାଲିକ ମାନେ ଚାଷ କରିବା ପାଇଁ ହଳ ଲଙ୍ଗଳ ନେବା ଆଣିବାରେ ଅସୁବିଧା ହଉଚି
ଶଙ୍ଖପୋଲ ନିର୍ମାଣ ହେଲେ ମାଲିପଡ଼ା ଗ୍ରାମବାସୀ ଓ ଗୁରୁପଡ଼ା ଗ୍ରାମବାସୀ ଲୋକଙ୍କର ଉପକୃତ ହୋଇପାରିବେ
ବିଜେପି ରାଜ୍ୟ କାର୍ଯ୍ୟରରିଣୀ ସଦସ୍ୟ ପଦ୍ମ ଚରଣ ଦାସ କନ୍ଧମାଳ ଜିଲ୍ଲା ବିଜେପି ସଭାପତି ପଣ୍ଡିତ ବିଶମାଝି
ବାଲିଗୁଡ଼ା ବିଜେପି NAC ସାସଂଦ ପ୍ରତିନିଧୂ ଆଦିକନ୍ଦ ପଟ୍ଟନାୟକ ତୁମୁଡିବନ୍ଧ ବରିଷ୍ଟ ବିଜେପି ନେତା ଶ୍ରୀଚନ୍ଦ୍ର ପରାସେଟ
ତୁମୁଡିବନ୍ଧ ବିଜେପି ଯୁବନେତା ବବ୍ଲୁ ବଡ଼ସେଟ
ଶଙ୍ଖପୋଲ କରାଯିବା ନିତାନ୍ତ ଆବଶ୍ୟକ ବୋଲି ଏହି ବିଜେପି ନେତା କହିଛନ୍ତି