Education

ସିଆରପିଏଫ୍‌ର ପ୍ରତିଷ୍ଠା ଦିବସ ସା ଇକେଲ ରାଲି

ସିଆର୍‌ପିଏଫ୍ ପ୍ରତିଷ୍ଠା ଦିବସରେ ସାଇକେଲ ରାଲି

ନବରଙ୍ଗପୁର,27/7

ନବରଙ୍ଗପୁରଠାରେ ଅବସ୍ଥାପିତ ୧୨ ବାଟାଲିୟନ ସିଆରପିଏଫ୍ ପକ୍ଷରୁ ରବିବାର ପ୍ରତିଷ୍ଠା ଦିବସ ଉପଲକ୍ଷେ ଫିଟ ଇଣ୍ଡିଆ

ସାଇକେଲ ରାଲି ଅନୁଷ୍ଠିତ ହୋଇଥିଲା। ସିଆରପିଏଫ୍ ୧୨ବାଟାଲିୟନର କମାଣ୍ଡାଣ୍ଟ ଏନ.କେ.କେ ପ୍ରସାଦ ସବୁଜ ପତାକା ଦେଖାଇ ରାଲିର ଶୁଭାରମ୍ଭ କରିଥିଲେ। ଏହି ରାଲି ସିଆରପିଏଫ୍ କ୍ୟାମ୍ପରୁ ବାହାରି

ନବରଙ୍ଗପୁର ସହର ପରିକ୍ରମା କରିଥିଲା। ଏଥିରେ ସିଆରପିଏଫ୍‌ର ଅଧିକାରୀ ଓ ଯବାନମାନେ ସାଇକେଲ ଚଲାଇ ନିଜକୁ ଫିଟ୍ ରଖିବା ସହ ପରିବେଶ ବଶ ସୁରକ୍ଷା ସମ୍ପର୍କିତ ବାର୍ଭା ପ୍ରଦାନ କରିଥିଲେ ଏହି କାର୍ଯ୍ୟକ୍ରମ ପରେ କାର୍ଯ୍ୟାଳୟ ପରିସ ପରିସରରେ ସିଆରପିଏଫ୍‌ର ଶହୀଦଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ କ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ଇଥିଲା। ଦେଶ ମାତୃକାର ସେବା ପାଇଁ ବଳିଦାନ ଦେଇଥ୍ ଦେଇଥିବା ଦେଶ ଭକ୍ତଙ୍କ ସ୍ମୃତିଚାରଣ କରାଯାଇଥିଲା। ଏଥ୍ ସହ ସୁସ୍ଥ ପରି ପରିବେଶ ସୃଷ୍ଟି ସୃଷ୍ଟି ଉଦ୍ଦେଶ୍ୟରେ ରେ ମା’ କେ ନାମ ରାରୋପଣ ଏକ ପେଡ଼ କାର୍ଯ୍ୟକ୍ରମରେ ଚାରାରୋ କରାଯାଇଥିଲା। କାର୍ଯ୍ୟକ୍ରମରେ ବାଟାଲିୟନ ଡେପୁଟି କମାଣ୍ଡାଣ୍ଟ ଫିରୋଜ କ୍ଟର ସୁଜିତ ଅଲି, ଡା. ମାଧବ ଭି, ଇନସ୍ପେକ୍ଟର କୁମାର ଓ ଜେସି ନାଇଡୁ, ଏଇ ଜି.ରଞ୍ଜିତ ପ୍ରସାଦ, ଏଏସ୍‌ଆଇ ଜି.ଡି.ଏସ ପାଝାନି, ଏଲଓ ରାଜୁ ପଟ୍ଟନାୟକ ଓ ଅନ୍ୟ କର୍ମଚାରୀ ଉପସ୍ଥିତ ରହିଥିଲେ।

ସିଆରପିଏଫ୍ ପକ୍ଷରୁ ବାହାରିଥୁବା ସାଇକେଲା ରାଲି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button