ଯୋଗାଣ ବିଭାଗ ମନ୍ତ୍ରୀଙ୍କ ଦରା Kargil ବିଜୟ ଦିବସ ପାଳନ
ଯୋଗାଣ ବିଭାଗ ମନ୍ତ୍ରୀଙ୍କ ଦ୍ବାରା କାର୍ଗିଲ୍ ବିଜୟ ଦିବସ ପାଳିତ
ନବରଙ୍ଗପୁର, ୨୬/୦୭ : ସାରା ଦେଶରେ ଆଜି କାଗିଲ ବିଜୟ ଦିବସ ପାଳନ କରାଯାଉଥିବା ବେଳେ ନବରଙ୍ଗପୁର ଠାରେ ମଧ୍ୟ ଏହି ଦିବସ ପାଳିତ ହେ ହୋଇଛି। ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି ବ୍ୟାପାର, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ।
ସଭାରେ ବନ୍ଦେ ମାତରମ ଗାନ ସହ କାର୍ଗିଲ ବିଜୟ ଦିବସର ଶୁଭାରମ୍ଭକରାଯାଇଥିଲା । କାଗିଲ ଯୁଦ୍ଧରେ ଭାରତୀୟ ସେନା ଏହି ଅଭୂତପୂର୍ବ ବିଜୟର ଗାଥାକୁ ସ୍ମରଣ କରି ଅନୁଷ୍ଠିତ ବିଜୟ ଦିବସରେ କାଗିଲ ଯୁଦ୍ଧର ଅମର ସହିଦ୍ ବୀର ଯବାନଙ୍କୁ ସ୍ମୃତିଚାରଣ କରାଯିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଜିଲ୍ଲା ବିଜେପି ସଭାପତି କୁଞ୍ଜ ବିହାରୀ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ ଗୌରୀ ଗୌରୀ ଶଙ୍କର ମାଝୀ, ବିଧାୟକ ନରସିଂ”ହ ଉତରାଙ୍କ ସମେତ ଜିଲ୍ଲା ବିଜେପିର ନେତୃମଣ୍ଡଳୀ ଳୀ ଓ କର୍ମକରା ଯୋଗ ଦେଳ ଦେଇଥିଲେ। କାର୍ଗିଲ ବିଜୟ ଭାରତୀୟ ସେ ସେନା ବାହିନୀର ତ୍ୟାଗ ନିଷ୍ଠା ଓ ବଳିଦାନ ନକୁ ସମ୍ମାନ ଜଣେଇବାର ଅବସର ହୋଇଥିବା ବେଳେ ତଳେ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ପ୍ରତୀକ ବେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି
ଜିଲ୍ଲା ପ୍ରଶା ପ୍ରଶାସନର ପୂର୍ବ ସୂଚନାନୂଯାୟୀ, ମାନ୍ୟବର ମନ୍ତ୍ରୀ ଶ୍ରୀ ପାତ୍ର ଏହାପରେ ତେନ୍ତୁଳିଖୁଣ୍ଟି ବ୍ଳକ ଗସ୍ତ କରିଥିଲେ । ସେଠାରେ ତାଙ୍କୁ ଭବ୍ୟ ସ୍ଵାଗତ, ସମ୍ବଦ୍ଧନା ଜଣାଯାଇଥିଲା। ପ୍ରଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ମା’ ପାଇଁ ଗଛଟିଏ ଅବସ ସରରେ ଚା ରୋପଣ କରି ପ୍ରତ୍ୟେକଙ୍କୁ ଗଛ ଚାରା ରୋପଣ ପାଇଁ ଅନୁରୋଧ କରିଥିଲେ। ଚାରା
ପାତ୍ର ବ୍ଲକ୍ ସଭାଗୃହ ଠାରେ ଉପସ୍ଥିତ ରହି ବିଭିନ୍ନ ପଞ୍ଚାୟତର ୨୧ ଜଣ ହିତାଧୁକାରୀଙ୍କୁ ଚାଉଳ ବଣ୍ଟନ କାର୍ଡ ବଣ୍ଟନ କରିଥିଲେ । ମନ୍ତ୍ରୀ ଶ୍ରୀ ପା ସଭାରେ ଉପସ୍ଥି ତ ରହି
ମହି ଳା, କାର୍ଯ୍ୟକର୍ତା I, ବ୍ଲକବାସୀଙ୍କୁ ଉଦବୋଧନ ଦେବା ଅବସରରେ ପୂର୍ବ ସରକାରଙ୍କ ସମୟରେ ହୋଇଥିବା ଅନିୟମିତତା ଓ ବେଆଇନ ଭାବେ ହାତେଇଥିବା ଚାଉଳ କାର୍ଡ ସମ୍ବନ୍ଧରେ ଭର୍ଷନା କରିଥିଲେ । ବର୍ତମାନ ରାଜ୍ୟରେ ମହୋନ ମାଝୀଙ୍କ ସରକାର ସମୟରେ ତାହାକୁ ପ୍ରତକ୍ଷ୍ଯ ଭାବରେ ତଦନ୍ତ କରାଯାଇ ଭୂତ କାର୍ଡକୁ ଜବତ ଜବତ କରାଯାଇ ପ୍ରକୃତ ହିତାଧୁକାରୀଙ୍କୁ ଚିହ୍ନଟ କରାଯାଉଥିବା ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ କହିବାନୁଯାୟୀ ଜିଲ୍ଲାରେ ବଉଁ ମାନସୁଦ୍ଧା ୪ ହଳାର କାର୍ଡ ଦିଆଯାଇଛି । ଛି। ନୂତନ ଭାବ ののの ମୂଖ୍ୟମନ୍ତ୍ରୀଙ୍କ ଜୀଙ୍କ ଦ୍ବାରା ରାଜ୍ୟରେ ୬ ଲକ୍ଷ କାର୍ଡ ଅନୁମୋଦନ କରିଛନ୍ତି। ମାସେ ସମୟ ଦେଇଛି ଦଇଛନ୍ତି ମନ୍ତ୍ରୀ । ରାଜ୍ୟରେ ୧୪
ହଜାର ଚାକିରୀଆ ତଥା ଧନିକ ବ୍ୟକ୍ତଙ୍କ ଦ୍ୱାରା କାର୍ଡକୁ ରଦ୍ଦ କରାଯାଇଛି। ଛି । ଯାହାକୁ ଭୂତ କାର୍ଡ ବୋଲି କୁହାଯାଇଛି। ଲକ୍ଷ ହିତାଧୁକାରୀଙ୍କ ଦରଖାସ୍ତ ପଞ୍ଜୀକୃତ କରିଛନ୍ତି । ରାଜ୍ୟରେ ୧ ଲକ୍ଷ ୨୦
ମନ୍ତ୍ରୀ ଶ୍ରୀ ପାତ୍ର ନବରଙ୍ଗପୁର ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ବ ଫସଲ ପାଇଁ ପ୍ରଦାନ ଜିଲ୍ଲା ପାଇଁ ଖରିଫ ଓ ରବି ୨୦୦ କୋଟି ବଳକା 6 ଟଙ୍କା କରାଯାଇଛି ବୋଲି କହିଛନ୍ତି । ଶେଷରେ ମନ୍ୟବର ମନ୍ତ୍ରୀ ଜିଲ୍ଲାବାସୀଙ୍କୁ ଧନ୍ଯବାଦ୍
ନୂତନ ଖାଉଟି କାର୍ଡ଼ ବଣ୍ଟନ କାର୍ଯ୍ୟ୮ ମ
ସମୂଦାୟ ୬ ଲକ୍ଷ କର୍ଡ ଫେରାଇ ଥିବା ବେଳେ ସେହି କାର୍ଡରୁ ହିଁ ଲୋକଙ୍କୁ କାର୍ଡ ପ୍ରଦାନ କରାଯାଉଥିବା ମନ୍ତ୍ରୀ ପ୍ରକାଶ କରିଥିଲେ। ସମୟ ଧାର୍ଯ୍ୟ ଅନୁସାରେ ରାଜ୍ୟରେ ୨୦ ଲକ୍ଷ ୫୮ ହଜାର ଇ-କେଣ୍ଟାସି ଆସି ନାହାନ୍ତି । ଏଣୁ ଏହାକୁ ପୂରଣ କରିବା ତଥା ଅସୁବିଧାକୁ ଦୃଷ୍ଟିରେ ରଖ୍ ଆହୁରି ୩ ମାସ ସମୟ ଦିଆଯାଇଛି। ସରକାରଙ୍କ ତରଫରୁ ପୋର୍ଟାଲ ଖୋଲା ଯାଇଛି, ସମସ୍ତଙ୍କୁ ଚେଦନ କ କରି ବାକୁ ଆହ୍ୱାନ ଜଣାଇଛନ୍ତି । ବର୍ତମାନ ସର୍ଭେ ସର୍ଭେ ପ୍ରକୃତ ହିତାଧୁକାରୀଙ୍କୁ ଚ ଚାଉଳ ମିଳିବ । ଧନୀ କାର୍ଡ ? ଫେରାଇବେ। ନଚେତ୍ ସେମାନଙ୍କୁ ପଦକ୍ଷେପ ଗ୍ର ଗ୍ରହଣ କରାଯାଇ ସମୂଳ ସୂଧ ଆକାର ଆଦାୟ କରାଯିବ ବୋଲି ଚେତାବନୀ
ଦେଇ ପ୍ରତ୍ୟେକ ହିତାଧୂକାରୀଙ୍କ ମୁହଁରେ ହସ ଫୁଟେଇବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହି ଥି ଲେ । ବିଧାୟକ ଗୌରୀଶଙ୍କର ମାଝୀ ଉପସ୍ଥିତ ରହି ନବରଙ୍ଗପୁର ଜିଲ୍ଲା ପାଇଁ ରାଜ୍ୟ ଓ କେନ୍ଦ୍ର ଅନୁଦାନରେ ହେଉଥିବା ବିଭିନ୍ନ ପ୍ରକଳ୍ପର ତ୍ବରାନ୍ତିତ କାର୍ଯ୍ୟକୁ ନେଇ ଧନ୍ୟବାଦ୍ ଅର୍ପଣ କରିଥିଲେ। ସଭାର ମଞ୍ଚ ପରିଚାଳନା ବିଡିଓ ମନୋଜ ପାଣିଗ୍ରାହୀ ଓ ଜିଲ୍ଲା ଯୋଗାଣ ଅଧିକାରୀ ଦେବାଶିଷ ମହାନ୍ତି କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ବିଶ୍ଵଜିତ ଚନ୍ଦ୍ର ବର୍ମନ, ବ୍ଲକ, ଅଧ୍ଯକ୍ଷା ନିଳନ୍ଦ୍ରୀ ନାୟକ, ସାଂସଦ ପ୍ରତିନିଧ ସନ୍ତୋଷ ପାତ୍ର ଉପସ୍ଥିତ ରହିଥିବା ବେଳେ ଉପାଧ୍ଯକ୍ଷ ରାଜେନ୍ଦ୍ର ବିଷୋୟୀ ଉପସ୍ଥିତ ଅତିଥିଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।