Education

କୋରାପୁଟ ରେ ଆଳୁ ମିଶନ ପ୍ରଭାବିତ

କୋରାପୁଟରେ ଆଳୁ ମିଶନ ପ୍ରଭାବିତ

ନନ୍ଦପୁର, 27/7

କୋରାପୁଟ ଜିଲ୍ଲାରେ ୨ ମାସ ହେବ ଲଗାଣ ବର୍ଷା ଯୋଗୁ ଆଳୁ ଚାଷ ପ୍ରଭାବିତ ହୋଇଛି। ଜିଲ୍ଲାର ଭୌଗଳିକ ସ୍ଥିତି ଓ ଗ୍ରାମାଞ୍ଚଳର ଦୁର୍ବଳ ନେଟୱର୍କ ବ୍ୟବସ୍ଥା ଆଳୁଚାଷ ପାଇଁ ଚାଷୀ ଓ ତାଙ୍କ ଜମି ପଞ୍ଜୀକରଣରେ ବାଧକ ସାଜିଛି। ଆଳୁ ଚାଷକୁ ପ୍ରାଧାନ୍ୟ ଦେବାକୁ ଚାଷୀଙ୍କ ପାଇଁ ଥିବା ସରକାରୀ ପ୍ରୋତ୍ସାହନ ତଥା ବିହନ ଦର ବସ୍ତା ପିଛା(୫୦ କିଲୋ) ୧ ହଜାର ଟଙ୍କା ଦେଇ ଜିଣିବା ଓ ଚାଷ ପରେ ରିହାତି ୫ଶହ ଟଙ୍କା ଫେରସ୍ତ ବ୍ୟବସ୍ଥାକୁ ଚାଷୀ ନାପସନ୍ଦ କରିଛନ୍ତି। ପୂର୍ବରୁ ମାତ୍ର ୪୭୦ ଟଙ୍କା ଦେଇ ବି ଦଇ ବିହନ ପ୍ୟାକେ ପ୍ୟାକେଟ କିଣୁଥିବା ଓ ଚାଷ ପରେ ଟଙ୍କା ରିହାତି ପାଉଥ୍ଲୁ ବୋଲି ଚାଷୀ କହିଛନ୍ତି । ସମ ମସ୍ତ ପ୍ରତିକୂଳ ଦ୍ୟାନ ବିଭାଗ ସ୍ଥିତିର ସାମ୍‌ନା କରି ଜିଲା ଉଦ୍ୟ ବର୍ତ୍ତମାନ ସୁଧା ଧାର୍ଯ୍ୟ ଲକ୍ଷ୍ୟ କ୍ଷ୍ୟ ୫ହଜାର ହେକ୍ଟରରୁ ୭୪ ପ୍ରତିଶତ ୩୭୨୬ ହେକ୍ଟର ଜମିରେ ଆଳୁ ଚାଷ ପାଇଁ ଚାଷୀ ଓ ଜମି ପଞ୍ଜୀକରଣ କରିଥିବା କୁହାଯାଇଛି।

ଆଳୁର ନିଅଣ୍ଟିଆ ସ୍ଥିତିର ସାମ୍‌ନା କରିବାକୁ ରାଜ୍ୟ ସରକାର ଆଳୁ ଚାଷକୁ ପ୍ରାଧାନ୍ୟ ଦେଉଛନ୍ତି। ଆଳୁ ମିଶନ ମାଧ୍ଯମରେ ଜିଲାର ଜମି, ଜଳବାୟୁ ଓ ଚାଷୀଙ୍କ ଆଗ୍ରହକୁ ଆଖି ଆଗରେ ରଖ୍ ଚଳିତବର୍ଷ ୫ହଜାର ହେକ୍ଟର ଜମିରେ ଆଳୁ ଚାଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ବର୍ତ୍ତମାନ ବିଭିନ୍ନ ପ୍ରତିକୂଳ ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ୁଥିବା ଦେଖିବାକୁ ମିଳିଛି। ଦୁର୍ବଳ ନେଟୱର୍କ ବ୍ୟବସ୍ଥା ଚାଷୀଙ୍କ ଅନ୍‌ଲାଇନ୍ ପଞ୍ଜୀକରଣରେ ବାଧକ ସାଜିଛି। ଅଫ୍‌ଲାଇନ୍ ପଞ୍ଜୀକରଣ କରାଯାଇ ଚାଷୀଙ୍କୁ ୧ହଜାର ଟଙ୍କା ଦେଇ

ଜମିରେ ଆଳୁ ଚାଷ କରାଯାଇଛି।

ବିହନ କିଣିବା ବ୍ୟବସ୍ଥା କରାଯାଇଥିଲା। 이영 ଷ ପରେ ଚାଷୀଙ୍କ ବ୍ୟାଙ୍କ୍ ଖାତାକୁ ୫ଶହ ଙ୍କା ରିହାତି ପ୍ରଦାନ କରାଯିବ ବୋଲି କୁହାଯାଇଥିଲା। ଏହା ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିଲା । ଲଗାଣ ବର୍ଷା ଚାଷୀଙ୍କୁ ଚାଷ କ୍ଷେତଠାରୁ ଦୂରେଇ ରଖୁଛି। କିନ୍ତୁ ବିଭାଗୀୟ ଚେଷ୍ଟାରେ ନନ୍ଦପୁର ବ୍ଲକ୍‌ରେ ଧାର୍ଯ୍ୟ ୧୧୦୦ ହେକ୍ଟର ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୦୫୫ ହେକ୍ଟର ଜମିରେ ଆଳୁ ଚାଷ ପାଇଁ ୨୦୯୩ ଚାଷୀଙ୍କ ନାମ ପଞ୍ଜୀକୃତ କରାଯାଇ ୧୨୩୧୫ କୁଇଣ୍ଟାଲ ବିହନ ବଣ୍ଟନ କରାଯାଇଛି। ଏଯାଏ ୬୦୪ ହେକ୍ଟର ଜମିରେ ଆଡୁ

ବିହନ ରୋପଣ କରାଯାଇଥିବା ବ୍ଲକ ଉଦ୍ୟାନ ଅଧିକାରୀ (ଏଏଚ୍ଓ) ଅର୍ଚ୍ଚନା ପ୍ରିୟଦର୍ଶିନୀ ସୂଚନା ଦେଇଛନ୍ତି । ସେହିପରି ଜିଲା ଉଦ୍ୟାନ ଉପନିର୍ଦ୍ଦେଶକ ସୁଦାମ ବିଶ୍ବାଳଙ୍କ ସୂଚନା ମୁତାବକ ସେମିଳିଗୁଜା ବ୍ଲକ୍‌ରେ ଧାର୍ଯ୍ୟ ୧ହଜାର ହେକ୍ଟର ମଧ୍ୟରୁ ୭୯୪ ହେକ୍ଟର ଜମିରେ ଆଳୁ ଚାଷ ପାଇଁ ୧୨୯୨ ଚାଷୀଙ୍କ ନାମ ପଞ୍ଜୀକରଣ ହୋଇଛି। ଅଦ୍ୟାବଧୂ ୭୯୪୦ କୁଇଣ୍ଟାଲ ଆଳୁ ବିହନ ଯୋଗାଣ ସହ ୩୮୦ ହେକ୍ଟର ଜମିରେ ଆଳୁ ବିହନ ରୋପଣ ସରିଥିବା କହିଛନ୍ତି। ପଟ୍ଟାଙ୍ଗି ବ୍ଲକ୍‌ରେ ଧାର୍ଯ୍ୟ ୫୪୦ ହେକ୍ଟର ମଧ୍ୟରୁ ୨୧୧ ହେକ୍ଟର ଜମିରେ

ଆଳୁ ଚାଷ ପାଇଁ ୩୯୭ ଚାଷୀଙ୍କ ନାମ ପଞ୍ଜୀକରଣ କରାଯାଇଛି। ଅଦ୍ୟାବଧୂ ୩୦୫୫ ଜୁଇଣ୍ଟାଲ ବିହନ ଯୋଗାଣ ସହ ୧୦୩ ହେକ୍ଟର ଜମିରେ ରୋପଣ କାର୍ଯ୍ୟ ସରିଛି। ଲମତାପୁଟ ବ୍ଲକରେ ଧାର୍ଯ୍ୟ ୯୦୦ ହେକ୍ଟର ମଧ୍ୟରୁ ୮୨୭ ହେକ୍ଟର ଜମିରେ ଆଳୁ ଚାଷ ପାଇଁ ୧୪୬୪ ଚାଷୀଙ୍କ ନାମ ପଞ୍ଜୀକୃତ ହୋଇଛି। ୭୬୮୫ କୁଇଣ୍ଟାଲ ବିହନ ବଣ୍ଟନ କରାଯାଇ ୪୬୭ ହେକ୍ଟର ଜମିରେ ରୋପଣ କାର୍ଯ୍ୟ ସରିଛି। କୋରାପୁଟ ବ୍ଲକ୍‌ରେ ଧାର୍ଯ୍ୟ ୬୦୦ ହେକ୍ଟର ମଧ୍ୟରୁ ୪୧୨ ହେକ୍ଟର ଜମି ପାଇଁ ୬୮୫ ଚାଷୀଙ୍କ ନାମ ପଞ୍ଜୀକୃତ ହୋଇ

। ଲଗାଣ ବର୍ଷା, ଦୁର୍ବଳ ନେଟୱ ପଞ୍ଜୀକରଣରେ ବାଧକ

ବିହନ ଦର, ରିହାତିକୁ ନେଇ ଚାଷୀଙ୍କ ଅସନ୍ତୋଷ

ସହ ୨୫ କୁଇଣ୍ଟାଲ ବିହନ ଯୋଗ ଛ ୧୫୦ ହେକ୍ଟର ହେକ୍ଟର ଜମିରେ ରୋଳ କାର୍ଯ୍ୟ ସରିଛି। ଦଶମନ୍ତପୁ ପୁର ବ୍ଲକ ଧାର୍ଯ୍ୟ ୫୦୦ ହେକ୍ଟର ମଧ୍ୟ ହେକ୍ଟର ଜମିରେ ଆଳୁଚାଷ }} ଚାଷ ପାଇଁ ୩ คยดู 9 ଚାଷୀଙ୍କ ନାମ ପଞ୍ଜୀକରଣ ହୋଇ ବର୍ତ୍ତମାନ ସୁଦ୍ଧା ୨୪୭୫ ଜୁଇଣ୍ଟାଲ ବି ଯୋଗାଣ କରାଯାଇଛି। ଚାଷୀ ହେକ୍ଟର ଜମିରେ ରୋପଣ କାର୍ଯ୍ୟ ସ କରିଛନ୍ତି । ବନ୍ଧୁଗାଁ ଓ ନାରାୟଣପା ବ୍ଲକ୍‌ରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପାଇଁ = ପ୍ରତିଶତ ପଞ୍ଜୀକରଣ ସରିଛି ଅ ଚାଷ ପାଇଁ ୧୫୦ ଚାଷୀଙ୍କ ୭୬ ହେ ଜମି ପଞ୍ଜୀକରଣ କରାଯାଇଛି। ୯-ଦୁଇଣ୍ଟାଲ ବିହନ ବଣ୍ଟନ କରାଯାଇ ଅଦ୍ୟାବଧୂ ୪୦ ହେକ୍ଟର ଜମିରେ ଚ ଆଳୁ ବିହନ ରୋପଣ କରାଯାଇ ଜିଲାର ୯ ବ୍ଲକ ପାଇଁ ଧାର୍ଯ୍ୟ ୫୦-ହେକ୍ଟର ମଧ୍ଯରୁ ୩୭୨୬ ହେକ୍ଟର ଜମି ଆଳୁଚାଷ ପାଇଁ ମୋଟ ୬୫୬୩ ଚା ନାମ ପଞ୍ଜୀକୃତ ହୋଇଛି । ବର୍ତ୍ତମାନ ଚାଷୀଙ୍କୁ ୩୯୨୯୫ କୁଇଣ୍ଟାଲ ବି

ଯୋଗାଇ ଦିଆଯାଉଛି। ଚାଷୀ ୧୮ ହେକ୍ଟର ଜମିରେ ଆଳୁ ବିହନ ରୋ କରି ସାରିଥିବା ବେଳେ ପାଗ ବଦଳି ୧୦ ଦିନ ମଧ୍ୟରେ ଚାଷୀ ବ ଜମିରେ ବିହନ ରୋପଣ କରିବେ ବୋଲି ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ ସୁଦାମ ବିଶ୍ଵାଳ ସୂଚନା ଦେଇ

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button