Education

ଚୋରି ବାଇକ୍ ଜବତ ଗୋପାଳପୁର ପୋଲିସ ପୋଲିସ ଷ୍ଟେସନ

୧୩ଟି ଚୋରି ବା ବାଇକ୍ ଜବତ ସହ ଜଣେ ଗିରଫ

GOPALPUR POLICE STATION

ଗୋପାଳପୁର, ” ପୁଲିସ ଶୁକ୍ରବାର ୧୩ଟି ଚୋରି ବାଇକ୍ ” ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ” ଗିରଫ ଜଣକ ଶୀତଳାପଲ୍ଲୀର ସୁଶାନ୍ତ ସେଠୀ ବୋଲି ଜଣାପଡ଼ିଛି। ଗତକାଲି ଗୋପାଳପୁର ଷଣ୍ଢ ଛକ ନିକଟରେ ପେଟ୍ରୋଲିଂ ବେଳେ ସୁଶାନ୍ତ ବାଇକରେ ଦ୍ରୁତ ଗତିରେ ଗୋପାଳପୁର ଠାରୁ କରାପଲ୍ଲୀ ଅଭିମୁଖେ ଯାଉଥିବା ବେଳେ ପୁଲିସ ଅଟକାଇ ବାଇକ୍ କାଗଜପତ୍ର ଓ ଲାଇସେନ୍ଟ ମାଗିଥିଲେ କିନ୍ତୁ ତାଙ୍କ ପାଖରେ କୌଣସି କାଗଜପତ୍ର ଓ ଡିଏଲ୍ ନଥୁବାରୁ ଚୋରି ବାଇକ୍ ଜବତ କରିବା ସହ ସୁଶାନ୍ତକୁ ଥାନାକୁ ଆଣି ପଚରା ଉଚରା କରିଥିଲା ପେ ପୋଲିସ କ୍ଷ ତେବେ ତଦନ୍ତ ବେଳେ ସେ ଓ ଓ ତା ସାଙ୍ଗ ଦିଗପହଣ୍ଡି ଥାନା ଗୋକଣ୍ଠପୁର ଗ୍ରାମର ଶିବ ରେଡ଼ି ମିଶି ଗତବର୍ଷ ଡିସେମ୍ବର ୧୭ ତାରିଖରେ ବ୍ରହ୍ମପୁର ମେଡିକାଲ କ୍ୟାମ୍ପସ ପଡ଼ିଆରୁ

ବାଇକ ଚୋରି କରିଥିବା କହିଥିଲା। ଗୋପାଳପୁର ଥାନା । ଏଏସଆଇ ଏଏସଆଇ ମନୋଜ କୁମାର ଜେନା ଅଭିଯୋଗ ପ୍ରକାରେ ପୁଲିସ କେସ୍ ? ନମ୍ବର ୨୪୪ ରେ । ମାମଲା ରୁଜୁ କରିଥିଲା ସୁଶାନ୍ତକୁ କୁ ଅଧିକ ଅଧିକ ପ ପଚରାଉଚରା ୧୩ଟି ଚୋରି ଚାରି ବାଇକ୍ ବାଇକ୍ ବିଭିନ୍ନ ଅଞ୍ଚଳରୁ ଚୋରି କରିଥିବା କହିଥିଲା, ପରେ ଚୋରି ଚାରି ବାଇକ୍ ବିକ୍ରି କରିଥିବା ମାଲିକଙ୍କ ନାମ ଓ ଠିକଣା କହିଥିଲା । ଗୋପାଳପୁର ଥାନାଧିକାରୀ ପ୍ରଶାନ୍ତ କୁମାର

ମଲ୍ଲିକଙ୍କ ନିର୍ଦ୍ଦେଶ କ୍ରମେ ଏଏସଆଇ ଏମ. ଏନ. ସାହୁ, ଜି.ବି.ରେଡି, କେ.ମଧୁ ପ୍ରମୁଖ ଶୀତଳାପଲ୍ଲୀ ଗ୍ରାମରୁ ୫ଟି ବାଇକ୍, ବଡ଼କୁଶସ୍ଥଳୀ ଗ୍ରାମରୁ ଗୋଟିଏ, ବ୍ରହ୍ମପୁର ଫାଷ୍ଟ ଗେଟରୁ ଗୋଟିଏ, ଅନ୍ୟ ୫ଟି ବାଇକ୍ ଅଭିଯୁକ୍ତ ସୁଶାନ୍ତ ଘର ପଛପଟୁ ଜବତ କରିଥିଲେ । ସୁଶାନ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ତା ସହଯୋଗୀ ଶିବକୁ ପୁଲିସ ଖୋଜା ଖୋଜି କରୁଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button