BusinessDistrictEducationHealthKoraputNationOdishaPolitics

ନାରୀ ନିର୍ଯାତନା ଅନେକ

ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପାଉଥିବା ନେଇ ଡିଆଇଜି କାର୍ଯ୍ୟାଳୟ ଘେରିଲା ବିଜେଡ଼ି

ନାରୀ ନିର୍ଯାତନା ଅନେକ ।

ପୁର, ୨୬/୭ : ଜୟପୁର

ରାଜ୍ୟରେ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଉଥିବା କୁ ନେଇ ଅଭିଭକ୍ତ କୋରାପୁଟ ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଦକ୍ଷିଣ ପଶ୍ଚି ମାଞ୍ଚଳ ଡିଆଇଜି କାର୍ଯ୍ୟାଳୟ ଆଗରେ ବିକ୍ଷାଭ ପ୍ରଦର୍ଶନ କରାଯାଇଥିଲା।

ବିଜେପି ସରକାର ଙ୍କ ୧୩ ମାସ ଶାସନ ଭିତରେ ରାଜ୍ୟରେ କାଳ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଇଛି। ପ୍ରତି ଦିନ ୧୫ ରୁ ଉଦ୍ଧ ନାରୀ ନିର୍ଯ୍ୟାତନା ର ର ଶିକାର ନାର ହେଉଛନ୍ତି । ବାଲେଶ୍ଵର ଏଫଏମ କଲେଜ ଛାତ୍ରୀ ଙ୍କ ଠାରୁ ଆରମ୍ଭ କରି ବଳଙ୍ଗା ରେ କିରୋସିନ ଢାଳି ପୋଡି ମାରିଦେବ ଘଟଣା ସେଇଭଳି ଜଗତସିଂହପୁର, ମାଲକାନଗିରି ଓ ନବରଙ୍ଗପୁର ର ଲଜ୍ୟା ଜନକ ଘଟଣା ସାମ୍ନା କୁ ଆସିଛି । ରାଜ୍ୟରେ ମହିଳା ମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ଛାତ୍ରୀ ମାନେ ପାଠ ପଢିବା ଲାଗି ବାହାରକୁ ଯିବା ପାଇଁ ନି ଜକୁ ସୁରକ୍ଷିତ ମଣୁ ନାହାନ୍ତି । ନାରୀ

ମାନଙ୍କୁ ନ୍ୟାୟ ଦେବାରେ ବିଜେପି ସରକାର ବିଫଳା ଯେ ପର୍ଯ୍ୟନ୍ତ ବିଜେପି ସରକାର ନାରୀ ମାନଙ୍କୁ ନ୍ୟାୟ ପ୍ରଦାନ କରିବାରେ ବିଫଳ ହେବ। ସେତେ ଦିନ ପର୍ଯ୍ୟନ୍ତ ବିଜେଡ଼ି ଏମିତି ରାଜ ରାସ୍ତାକୁ କୁ ଓଲ୍‌ସଇ ନାରୀଙ୍କୁ ନ୍ୟାୟ ଓ ସୁରକ୍ଷା ପ୍ରଦାନ କରିବା ପାଇଁ ବିକ୍ଷାଭପ୍ରଦର୍ଶନ କରିବ ବୋଲି ବିଜେଡ଼ି କହିଛି। ଝିପି ଝିପି ବର୍ଷା ଶ୍ଵେତେ ବିଜେଡ଼ି ର ନେତା ଓ କର୍ମୀ ମାନେ ୨୬ ନମ୍ପର ଜାତୀୟ ରାଜପଥ ଜପଥ ରେ

କିଛି ସମୟ ବସି ରହିଥିଲେ I ଯାହା ଫଳରେ କୋରାପୁଟ ସୁନାବେଡା ଜାତୀୟ ରାଜପଥ କିଛି ସମୟ ବନ୍ଦ ରହିଥୁଲା I ଏହି ବିକ୍ଷୋଭ ପ୍ରଦର୍ଶନ ରେ ବିଜେଡ଼ି ର ବରିଷ୍ଠ ନେତା ପ୍ରଦୀପ ମାଝୀ, ବୁଗୁ ବକ୍ସି ପାତ୍ର, ରବି ନାରାୟଣ ନନ୍ଦ, ର ମେଶ ମାଝୀ, ଜିଲ୍ଲା ବିଜେଡ଼ି ଯୁବ ସଭାପତି ଲଲାଟ ରଞ୍ଜନ ସେଠି ଙ୍କ ସମେତ ଅଭିଭକ୍ତ କୋରାପୁଟ ଜିଲ୍ଲାର ଅନେକ ବିଜେ ଜଡ଼ି ନେତା ଓ କର୍ମୀ ମାନେ ଯୋଗ ଦେଇଥିଲେ I

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button