
ମୋରଡ଼ା,୨୫/୭ : ମୟୂରଭଞ୍ଜ ଜିଲ୍ଲା ମୋରଡା ଅବକାର ବିଭାଗ ଆଜି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୮୪୦୦ ଲିଟର ମହୁଲ ପୋଚ ଟର ନଷ୍ଟ କରିବା ସହିତ ୪୪୦ ଲିଟର ଦେଶୀ ମଦ ଜବତ କରିଛି । ମୋରଡା ଅବକାରୀ ଅକାରୀ ଦୀପକ କୁମାର ରାଉତଙ୍କ ସୂଚନା ମୁତାବକ, ଏପିଆର କ, ଏପିଆର ଫୋର୍ସ, ସଦର ରେଞ୍ଜ, ବାରିପଦ , ବାରିପଦା ସଦର, ମୋ ମୋରଡା, ଦେଉଳି, ବେତନଟି ଅବକାରୀ ବିଭାଗ ମିଳିତ ହୋଇ ଧରିତ୍ରୀ ମୋରଡା? ୯ଟା ସମୟରେ ବେଆଇନ
ଭାବେ ଗଢି ଉଠିଥିବା ମଦ ଭାଳି ଉପରେ ଚଢ଼ାଉ କରି ୪୮୦୦ ଲିଟଙ୍କ ମହୁଲ ମହୁଲ ପୋଚ ନଷ୍ଟ କରିବା ସହିତ ୧୬ ” ଲିଟର ଦେଶୀ ମଦ ଜବତ କରିଛନ୍ତି ସେହିପରି ହାଣ୍ଡିଭଙ୍ଗା ଗ୍ରାମରେ ଥ୍ୟାଙ୍କ ମଦ ଭାଟି ଉପରେ ଚଢ଼ାଉ କଳି ୩୬୦୦ ଲିଟର ମହୁଲ ପୋଚ ନଜ୍ଞ କରିବା ସହିତ ୪୪୦ ଲିଟର ମ ଜବତ କରାଯାଇଛି । ଏଥ୍ ସହି ମଦ ତିଆରି ପାଇଁ ବ୍ୟବହୃତ ବିଭିଜ୍ଞ ସରଞ୍ଜାମ ମଧ୍ୟ ଜବତ କରିଛି ବିଭାଗ