DIstrictEducationNationOdishaPolitics

କ୍ରିସ ଛାତ୍ରଛାତ୍ରୀ ଙ୍କ ସହ ମଧ୍ୟାହ୍ନ ଭୋଜନ କଲେ ରାଜ୍ୟପାଳ

ଭୁବନେଶ୍ୱର, 25/7: ଓଡ଼ିଶା ରାଜ୍ୟପାଳ ଡ. ହରି ବାବୁ କମ୍ଭମପତି ଏବଂ ତାଙ୍କ ତାଙ୍କ ଧର୍ମପନ୍ଥୀ ଡ. ଜୟଶ୍ରୀ କମ୍ଭମପତି ଆଜି କିଟ୍, କିସ୍ ଓ କିମ୍ସ ପରି ପରିଦର୍ଶନରେ ଆସି କିସ୍‌ର ଛାତ୍ରଛାତ୍ରୀଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ । କିସ୍ ପିଲାଙ୍କ ସହ ବସି ମଧ୍ୟାହ୍ନଭୋଜନ କରି କରିବାରେ କମ୍ଭମପ ପତି ହେଉଛନ୍ତି ଓଡ଼ିଶାର ପ୍ରଥମ ରାଜ୍ୟପାଳ । ଆଜି ପୂର୍ବାହ୍ନରେ ରାଜ୍ୟପାଳ ଡ. କମ୍ଭମପତି ସପତ୍ନୀକ କିଟ୍‌ରେ ପହଞ୍ଚିବା ପରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସେମାନଙ୍କୁ ସ୍ଵାଗତ କରିଥିଲେ। ପରେ ରାଜ୍ୟପାଳ କିଟ୍‌ର ବିଭିନ୍ନ କ୍ୟାମ୍ପସ୍ ଓ କ୍ରୀଡ଼ା ଭିତ୍ତିଭୂମି ବୁଲି ଦେଖୁଥିଲେ । କିଟ୍ ବିଶ୍ବବିଦ୍ୟାଳୟର କ୍ୟାମ୍ପସ୍ ପରିଦର୍ଶନ ସମୟରେ ସେ ବିଭିନ୍ନ ସ୍କୁଲ୍ ବୁଲିବା ସହ ସେଠାରେ ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। କିଟ୍ ବିଶ୍ବବିଦ୍ୟାଳୟ ରୁରାଲ ମ୍ୟାନେଜମେଣ୍ଟ କ୍ୟାମ୍ପସ୍‌ରେ କିଟ୍ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ କୁଳସଚିବ ପ୍ରଫେସର ଜ୍ଞାନ ରଞ ମହାନ୍ତି ସେମାନଙ୍କୁ ସ୍ବାଗତ କରିଥ୍ ଲେ। ରାଜ୍ୟ ରାଜ୍ୟପାଳ କି ଟ୍ ର ଆକର୍ଷଣୀ ଣୀୟ ସ୍କଲ୍‌ପଚର ପାର୍କ ପରି ଦର୍ଶ ନ କରି ବିମୋହିତ ହୋଇଥିଲେ । ଏଠାରେ ପଥରରେ ଆଧ୍ଯାମ୍ବିକ ଓ ଶିକ୍ଷାର ସମନ୍ବୟ ଦେଖୁ ସେ ଆଶ୍ଚର୍ଯ୍ୟ ହୋଇଥିଲେ। ସେହିପରି ସେ କିର ଗୋଲାପ ବଗିଚା, ଲ ସ୍କୁଲ୍, ଟେକ୍ନୋଲୋଜି, କିମ୍‌ସ, କିମ୍‌ସ ସୁପରସ୍ପେଶିଆଲିଟି ହସ୍‌ପିଟାଲ୍ ଓ କିଟ୍ ବାୟୋ ରଞ୍ଜନ

ଇଣ୍ଟରନ୍ୟାସ୍‌ନାଲ୍ ସ୍କୁଲ୍ କ୍ୟାମ୍ପସ ପରିଦର୍ଶନ କରିଥିଲେ । କିସ୍‌ରେ ପହଞ୍ଚିବା

କରିବା ପରେ ସେ ପିଲାମାନଙ୍କ ସହ ଦୀର୍ଘ ସମୟ ଅତିବାହିତ କରି ସେମାନଙ୍କ

ପରେ କିସ୍ ଛାତ୍ରଛାତ୍ରୀଙ୍କ ଦ୍ବାରା ତାଙ୍କୁ ଉଲ୍ଲସିତ ସ୍ଵାଗତ କରାଯାଇଥିଲା। ପରେ କିସ୍ ଛାତ୍ରଛାତ୍ରୀଙ୍କ ସହ ମଧ୍ୟାହ୍ନଭୋଜନ କରିଥିଲେ । ଏଠାରେ ସୂଚନାଯୋଗ୍ୟ, ରାଜ୍ୟପାଳ କିସ୍ ପରିଦର୍ଶନ ସମୟରେ କିସ୍ ପିଲାଙ୍କ ସହ ମଧ୍ୟାହ୍ନଭୋଜ ଭୋଜନ ପାଇଁ ଇଚ୍ଛା ପ୍ରକଟ କରିଥିଲେ। ମଧ୍ୟାହ୍ନଭୋଜନ

କିସ୍ ପିଲାଙ୍କ ସହ ବସି ମଧ୍ୟାହ୍ନ ଭୋଜନ କରିବାରେ କମ୍ଭମପତି ପ୍ରଥମ ରାଜ୍ୟପାଳ

ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଏତେ ସଂଖ୍ୟକ ପିଲାଙ୍କ ସହ ଏକାଠି ବସି ମଧ୍ୟାହ୍ନଭୋଜନ କରିବା ତାଙ୍କୁ ବେଶ ଆମୋଦିତ କରିଥିଲା । ସମସ୍ତ କ୍ୟାମ୍ପସ ପରିଦର୍ଶନ ପରେ ଓଡ଼ିଶାରେ କିଟ୍ ଓ କିସ୍ ଭଳି ଅନୁଷ୍ଠାନ ଅଛି ଜାଣି ସେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଇଂଜିନିୟରିଂ

ପୃଷ୍ଠଭୂମି ଥିବା ଜଣେ ଶିକ୍ଷାବିତ୍ ଭାବେ ସେ କିଟ୍ ଓ କିସ୍‌ର ଶୈକ୍ଷିକ ପରିବେଶ

ଦେଖ୍ ପ୍ରତିଷ୍ଠାତା ଅଚ୍ୟୁତ ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ରାଜ୍ୟପାଳଙ୍କ କିସ୍ ପରିଦର୍ଶନ ସମୟରେ କିସ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦେବାଶିଷ ବନ୍ଦୋପାଧ୍ୟାୟ, କିସ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧୂକାରୀ ଡ. ପ୍ରଶାନ୍ତ କୁମାର ଗାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button