
ପଟାଙ୍ଗି, ୨୪/୦୭: କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ କଂଗ୍ରେସ ପକ୍ଷରୁ ବାଲେଶ୍ଵର ଜିଲ୍ଲାର ଫକୀର ମୋହନ କଲେଜର ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମା ଶାନ୍ତି ପାଇଁ ତଥା ନାରୀ ନ୍ୟାୟ ପାଇଁ ୧ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଛି ଏଥିରେ ମୁଖ୍ୟ ଅତିଥି ଭାବେ ରହିଥିଲେ ପଟାଙ୍ଗି ବିଧାୟକ ପ୍ରଥିନୀନ୍ଦି ଅର୍ଜୁନ ବାଙ୍କା ଉପସ୍ଥିତ ଥିଲେ ବରିଷ୍ଟ କଂଗ୍ରେସର ସମସ୍ତ ନେତ୍ରୁ ମଣ୍ଡଳୀ ଏହି କାର୍ଯ୍ୟକ୍ରମ ରାଜ୍ୟ ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ବାନକ୍ରମେ କଂଗ୍ରେସ ଆଜି ନୀରବ ପ୍ରାର୍ଥନା କରି ମୁନ୍ ବତୀ ଜାଳି ଦୁଃଖ ପ୍ରକାଶ କରିଥିଲେ କାର୍ଯ୍ୟକ୍ରମରେ ପ୍ରମୁଖ କଂଗ୍ରେସ ନେତା ଓ ନେତ୍ରୀ ଉପସ୍ଥିତ ରହିଥିଲେ।