‘ନିର୍ଯାତନା ନ ସହି ଏହା ବିରୋଧରେ ସ୍ବର ଉଠାଅ’

ନବରଙ୍ଗପୁର, ୨୩/୭: ନବରଙ୍ଗପୁର ଜିଲା ଆଇନ ସେବା ପ୍ରାଧିକରଣ (ଡିଏଲ୍ଏସ୍ଏ) ପକ୍ଷରୁ ସ୍ଥାନୀୟ ମହିଳା ମହାବିଦ୍ୟାଳୟରେ ଛାତ୍ରୀମାନଙ୍କୁ ନେଇ ଏକ ଆଇନ ସଚେତନତା ଶିବିର କରାଯାଇଛି। ଡିଏସ୍ଏ ଅଧ୍ୟକ୍ଷ ତଥା ଜିଲା ଦୌରାଜର୍ଜ ସୁବ୍ରତ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲା ଆଇନ ସେବା ପ୍ରାଧିକରଣର ସଚିବ ସାଇ ଅଭିସ୍କା ଗୋଛାୟତ ମୁଖ୍ୟ ଅତିଥ୍ ଭାବେ ଯୋଗଦେଇଥିଲେ। କର୍ମକ୍ଷେତ୍ରରେ
ମହିଳାମାନଙ୍କ ଉପର ଉପରେ ହେଉଥିବା କିସପୋଳତା, ଉପମୁଖ୍ୟ ଆଇନ ଗତ ପରାମର୍ଶଦାତା
ଡିଏସ୍ଏସ୍ଏର ଆଇନ ସଚେତନତା ଶିବିର
ନିଷେଧ ଓ ନିରାକରଣ ଆଇନ-୨୦୧୩ ଓ ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଜନଜାତି ଉପରେ ହେଉଥିବା ଅତ୍ୟାଚାର ଓ ନିବାରଣ ସମ୍ପର୍କିତ ଆଇନ ବିଷୟରେ ସଚେତନତା ଶିବିରରେ ଆଲୋକପାତ କରା ରାଯାଇଥିଲା। ନିର୍ଯ୍ୟାତନା ନ ସହି ହା ବିରୋଧରେ ସ୍ବର ଉଠାଇବାକୁ ପରାମର୍ଶ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ପୋଲିସ ଉପଅଧୀକ୍ଷକ ସରୋଜ ପୁନମ
ମହିଳା ରାଜକିଶୋର ନାଗ, ମହାବିଦ୍ୟାଳୟ ଅଧ୍ଯକ୍ଷା ମଲେଶ୍ବରୀ ସାହୁ, ପାନେଲ ଲଇୟାର କିଶେ ଶୋରୀ ପଟ୍ଟନାୟକ, ଜିଲା ଆଇନଜୀବୀ ସଂଘ ଉପସଭାପତି ସଦାଶିବ ସାହୁ, ରାଖୀ ଜୈନ, ସହାୟକ ଆଇନଗତ ସହାୟତା ପ୍ରତିରକ୍ଷା ପରାମର୍ଶଦାତା, ବିଦ୍ୟାର୍ଥୀ ଡିଗ୍ରୀ କଲେଜ ଅଧ୍ୟକ୍ଷ ସତ୍ୟନା ନାରାୟଣ ନାୟକ, ପାରା ଲିଗାଲ ସଦସ୍ୟ 3 ପାନେଲ ଲୟର ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଡିଏସ୍ଏସ୍ଏ ପକ୍ଷରୁ ପରିଚାଳନା କରାଯାଇ