
ନବରଙ୍ଗପୁର, ତା 19/7 ଙ୍କ ପକ୍ଷରୁ ଜଙ୍ଗର ଅଧୂକାର -9009 ଅନୁଯାଯା ତାଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଉଛି। ନବରଙ୍ଗପୁର ଜିଲ୍ଲାରେ ପ୍ରାୟ ୪୫ ହଜାର ୭୪୪ ହିତାକାରୀଙ୍କୁ ଏହି ଯୋଜନାରେ ୧ଲକ୍ଷ ଏକର ଜମି ସ୍ବପ୍ନ ପ୍ରଦାନ କରାଯାଇଛି । ତେବେ ଯୋଜନାରୁ ବଞ୍ଚେ ପୂବା ହିତାକାରୀଙ୍କୁ ଯୋଜନାରେ ସ କରିବା ନାଁରେ ଶୋଷ ସାମିଲ ଶୋଷଣର ଅଭିଯୋଗ ଆସିଛି । ସେମାନଙ୍କୁ ଜମି ପଟ୍ଟା ଲୋ ରୂପ କର୍ମଚାରୀମାନେ ଟଙ୍କା ହଡ଼ପ କରୁଥିବା ଅଭିଯୋଗ ହୋଇଛି। ହିତାରାଙ୍କ ଠାରୁ ଧାର୍ଯ୍ୟ ଦେୟ ଓ ଆନୁସଙ୍ଗିକ ଖର୍ଜ ଜାଲ ରସିଦରେ କରି ସରକାରୀ 이요 ଆତ୍ମସାତ କରିଥିବା ହିତାଧୁକାରୀମାନେ
କହିଛ କହିଛନ୍ତି। ସମ୍ପୃକ୍ତ କର୍ମଚାରା ଅନ୍ୟତ୍ର ବଦଳି ହେବାପରେ ହିତାଧୂରା ହରଡ଼ଘଣାରେ ପଡିଛନ୍ତି। ବିଭାଗୀୟ କାର୍ଯ୍ୟାଳୟରେ ରକ୍ତ ଦେୟ ରସିଦ ଦେଖାଇବା ପରେ ହରି ବୋଲି ଏହା ଅସଲି ନୁହେଁ ନକଲି
କହୁଛନ୍ତି ।
ବନପାଳଙ୍କ କାରନାମ
ବନ ବିଭାଗ କର୍ମଚାରୀଙ୍କ ଚଞ୍ଚକତାର ଏମିତି ଚାଞ୍ଚଲ୍ୟକର ଅଭିଯୋଗ ଆସିଛି। ଆସିଛି ଉପାନ୍ତ ଚନ୍ଦାହାଣ୍ଡି ବ୍ଲକ ଦଳ 618 ଅନ୍ତର୍ଗତ
ଆଇନ ଅନୁଯାୟୀ ହିତାଧିକାରୀଙ୍କୁ ପ୍ରଦାନ କରାଯିବା ନିମନ୍ତେ ଆବଶ୍ୟକ ସରକାର ଦେୟ ଓ ସତ୍ୟପାଠ ସହିତ ଆନୁସଙ୍ଗିକ କାଗଜପତ୍ର ଦାଖଲ
ଗତ ୨୦୨୩ ମସିହାରେ ଝରିଗାଁ ରେଞ୍ଜ କାର୍ଯ୍ୟାଚୟ ଅନ୍ତର୍ଗତ ଝରିଗାଁ ଓ ସଂଗ୍ରା ସେକ୍ସନ ସହିତ ଚନ୍ଦାହାଣ୍ଡି ବ୍ଲକ ମାଲଗାଁ ଓ ଓ ମୋହରା ସେକ୍ସନ ଦାୟିତ୍ଵରେ ରହିଥିଲେ ଫରେଷ୍ଟର ପ୍ରଦାସ୍ତ କୁମାର ଦାସ। କାନ୍ଦପାଣି ଗ୍ରାମର ପ୍ରାୟ ୨୦ରୁ ଉର୍ଦ୍ଧ ତାକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ଦେବ ଦେବା ବାବଦକୁ ଲକ୍ଷାଧିକ ଟଙ୍କା ଶ୍ରୀ ଦାସ ବିଭାଗୀୟ ରସିଦ ଦେଇ ଆଦାୟ କରିଥିଲେ। ଆଧାନକୁ ବଦଳି ହୋଇ ଯିବାପରେ ସମ୍ପୃକ୍ତ ହିତାଧୁକାରୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
ନକଲି ରସିଦରେ…
ସେମାନେ ଦାଖଲ କରିଥିବା ଟଙ୍କା ରସିଦ ଝରିଗାଁ ରେଞ୍ଜ କାର୍ଯ୍ୟାଳୟରେ ଦାଖଲ କରିବା ବେଳେ ରେଞ୍ଜର ଏହାକୁ ନକଲି ବୋଲି କହିଛନ୍ତି । ରସିଦରେ କାର୍ଯ୍ୟାଳୟ ମୋହର ସହ ଫରେଷ୍ଟରଙ୍କ ଦସ୍ତଖତ ଓ ମୋହର ରହିଛି । ଏହାସତ୍ତ୍ବେ ଏହାକୁ ବିଭାଗୀୟ କର୍ତ୍ତୃପକ୍ଷ ନକଲି କହିବା ପରେ ତତ୍କାଳୀନ ଫରେଷ୍ଟର ଚଞ୍ଚକତା କରି ହିତାଧୂକାରୀଙ୍କ ଅର୍ଥ ଆତ୍ମସାତ କରିଥିବା ସନ୍ଦେହ କରି
କାଦପାଣି ଗାଁରୂ। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଯୀ କିଛି ଗ୍ରାମବାସୀଙ୍କ ନାଁରେ ଜଙ୍ଗଲ ଜମି ଜବରଦଖଲ ମାମଲା ଚାଲିଥିବା ବେଳେ ସରକାରୀ ନିୟମ ଅନୁଯାୟୀ ଯା ସେହି ଜମିପଟ୍ଟା ଜଙ୍ଗଲ ଅଧିକାର
ହିତାଧୂକାରୀ ନ୍ୟାୟ ପ ଜାରୀ ନ୍ୟାୟ ପାଇଁ ଅନୁରେ ରୋଧ କରିଛନ୍ତି। ସେହିଭଳି କାଦପାଣି ଗାଁର । ମକର । ଜାନୀ, ଲମ୍ବୁ ଧୂରୁଆ, ଦାମୁ ଧୂରୁଆ, ଇଶ୍ବର ଜାନୀ,ଖଗ ଗୌଡ଼, ଦାମୁ ସାନ୍ତା, ନୀଲମ ଜାନୀ ଓ ଅମର ମାଝୀକ ୀଙ୍କ ସମେତ ଅନ୍ୟ ହିତାଧିକାରୀଙ୍କ ଅଭିଯୋଗ ଅନୁଯାୟୀ ସେମାନେ ଝରିଗାଁ ରେଞ୍ଜ କାର୍ଯ୍ୟାଳୟରେ ମୂଳ ରସିଦ ଦାଖଲ କରିଥିବାବେଳେ ତାକୁ ନକଲି ଦର୍ଶାଯାଇଛି । ଏହାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।