BusinessDIstrictEducationEntertainmentKoraputNationOdishaPolitics

ସରକାରୀ କାର୍ଯ୍ୟାଳୟରେ ନାହିଁ ୨ ମହାସଂଘର ତଥ୍ୟ

ସୁନାବେଡ଼ା/ ସେମିଳିଗୁଡ଼ା, ୧୯/୦୭: ସରକାରୀ କାର୍ଯ୍ୟାଳୟରେ କିଛିମାସ ହେବ ସୁନାବେଡ଼ ବଡ଼ା ମ୍ୟୁନିସିପାଲିଟି ଅଞ୍ଚଳରେ କାମକରି କରି ଆସୁଥିବା ଶାଶ୍ବତି ଓ ଜାଗୃତି ୨ ମହାସଂଘର ତଥ୍ୟ ନ ଥୁବା ଜଣାପଡ଼ିଛି ଓଡ଼ିଛି। ଏସ୍ଏନ୍‌ଳି ମହିଳାଙ୍କ ଇନ୍‌କ୍ୟୁରାନ୍ସ ଟଙ୍କା, ସଭ୍ୟ ଚାନ୍ଦା ଓ ମହାସଂଘର ବୈଧତାକୁ ନେଇ ଏହା ବିବାଦ ମଧ୍ୟରେ ଛନ୍ଦି ହୋଇରହିଛି। ସରକାରୀ କାର୍ଯ୍ୟାଳୟରେ ମହାସଂଘର ଦସ୍ତାବିଜକୁ ନେଇ ବିବାଦ ହୋଇଛି। ସୂଚନା ଅଧୁକାର ଆଇନ ବଳରେ ଇସିଡିଏସ୍ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟରୁ ସରକାରୀ କାର୍ଯ୍ୟାଳୟରେ ମହାସଂଘ ସମ୍ପର୍କରେ କୌଣସି ନ ଥିବା ଜଣାପଡ଼ିଛି। କିଛିଦିନ ତଳେ ପୌର କାର୍ଯ୍ୟାଳୟ ମଧ୍ୟ ଅନୁରୂପ ତଥ୍ୟ ଦେଇଥିଲା। ମାର୍ଚ୍ଚ ମାସ ମିଳିତ ତଦନ୍ତ କମିଟି ରିପୋର୍ଟରୁ ସମାନ ତଥ୍ୟ ଜଣାପଡ଼ିଛି। ସରକାରୀ କାର୍ଯ୍ୟାଳୟରେ ଉଭୟ ମହାସଂଘର କୌଣସି କାଗଜପତ୍ର ନ ଥିବା ସତ୍ତ୍ୱେ ମହାସଂଘ ନାଁରେ ଉଭୟ ବହୁ କୋଟି ଟଙ୍କା ସରକାରୀ କାମ ହାତୋଉଛି ବୋଲି ଅଭିଯୋଗ ହୋଇଛି। ଏହାର ତଦନ୍ତ ହେବା ଆବଶ୍ୟକ ଆବଶ୍ୟ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ବିଭିନ୍ନ ମହିଳା ୩ୟ” ସହାୟିକା ଗୋଷ୍ଠୀ ମହିଳାଙ୍କଠାରୁ ଇନ୍‌କ୍ୟୁରାନ୍ସ ଓ ସଭ୍ୟ ଚାନ୍ଦା ଆଦାୟ କରୁଥିବା ଓ ଅଶିକ୍ଷିତ

ମହିଳାମାନେ ଆଦିବାସୀ ଠକାମିର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ମିଳିତ ତଦନ୍ତ ମଧ୍ୟ ହୋଇଥିଲା। କାର୍ଯ୍ୟାଳୟରେ ଦସ୍ତାବିଜ ନ ଥିବା ନେଇ ଶାଶ୍ବତୀ ମହିଳା ମହାସଂଘର ସଭାନେତ୍ରୀ ଅଞ୍ଜଳି ପଣ୍ଡା ଓ ଜାଗୃତି ମହିଳା ମହାସଂଘ ด ସଭାନେତ୍ରୀ ଲିଲି ମହାତିଙ୍କୁ ଯୋଗାଯୋଗ କରିବାରୁ ଆମର ସବୁ କାଗଜ ପତ୍ର OR 8. ପ୍ରତ୍ୟେକ କା କାମରେ ସମସ୍ତ ଦସ୍ତାବିଜ ପୈଠ କରୁଛୁ ବୋଲି କରିଛନ୍ତି । ଯଦି )ଦି ଆମର କୌଣସି କାର୍ଯ୍ୟାଳୟରେ ଦସ୍ତାବିଜ ନାହିଁ ତା’ ହେଲେ ଲ କେମିତି ଆମକୁ କାମ ଦିଆଯାଉଛି ବୋ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ ମ୍ପର୍କରେ ଉପଜିଲାପାଳ ପ୍ରେମଲାଇ ଦିଆଲଙ୍କୁ ଯୋଗାଯୋଗ କରିବାରୁ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ(ଇଓ) ଏବଂ ଆଇସିଡିଏ କାର୍ଯ୍ୟାଳୟ ସିଡିପିଓଙ୍କୁ ପଚାରି ବୁଝିବା ପରେ କ‌ହିପାରିବେ ବୋଲି କହିଛନ୍ତି

Suraj Bagh (District Reporter) Koraput

Related Articles

Leave a Reply

Your email address will not be published. Required fields are marked *

Back to top button