BusinessDIstrictEducationNationNawarangpurOdishaPolitics

ବେଆଇନ ପାକିଂ ପା ଇ ଦଣ୍ଡ ଗଣିଲେ ଗାଡିର ମାଲିକ

ବୈପାରୀଗୁଡ଼, 29/7: ବେଆଇନ୍ ପାର୍ଟି ପାଇଁ ୨୦ ହଜାର ତଣ୍ଡ ଆଦାୟ ହୋଇଛି। ବୈପାରୀଗୁଡା ଅଞ୍ଚଳରେ ଅମାନିଆ ଗାଡ଼ିଚାଳକଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଥିବା ବେଳେ ସେମାନଙ୍କୁ ସାବାଡ୍ କରିବା ପାଇଁ ଶୁକ୍ରବାର ସ୍ଥାନୀୟ ତହସିଲଦାର ଏବଂ ପୋଲିସ ପ୍ରଶାସନ ପକ୍ଷରୁ ସହରର ଜଗନ୍ନାଥ ଅନ୍ନାଥ ମନ୍ଦିର ରାସ୍ତା, ଗୁପ୍ତେଶ୍ଵର ରାସ୍ତା ଠା ଠାରେ କଡ଼ାକଡ଼ି ଯାଞ୍ଚ କରାଯାଇଥିଲା | ବେଆଇନ୍ ପାର୍ଟି ।ଙ୍କି ସ୍ଥାନରେ ଗାଡି ପାର୍ଟି କରି ଗହଳି ଳି କରୁଥିବା ଅମାନିଆ ମାନଙ୍କ ଠାରୁ ୨୦ହଜାର ଟଙ୍କା । ଆଦାୟ କରିଛି ବୈପାରୀଗୁ ଗୁଡା ପୁଲିସ। ଏଥିସହ ମାଲକାନଗିରି ରାସ୍ତାରେ ଗାଡି ଯାଞ୍ଚ କରାଯାଇଥିଲା |

ଦୁଇରୁ ଅଧୂକ ଆରୋହୀ, ନାବାଳକଙ୍କ ବାଇକ୍ ଚାଳନା ଏବଂ ଦ୍ରୁତଗାଡ଼ିଚାଳକଙ୍କୁ ସଚେତନ କରାଯାଇଛି। ରାସ୍ତା କଡ଼ରେ ଥିବା ଉଠା ଦୋକାନୀମାନେ ଦୋକାନ ଦେଇଥିବାରୁ ଗୁପ୍ତେଶ୍ବର ରାସ୍ତାରେ ଟ୍ରାଫିକ୍ ସମସ୍ୟା ରହୁଥ‌ିବା ହେତୁ ତହସିଲ ପକ୍ଷରୁ ସମସ୍ତ ମସ୍ତ ଉଠା ଦୋକାନୀଙ୍କୁ ଉଠିବା ପାଇଁ ନିର୍ଦ୍ଦେଶ ଦେଇଥୂଳେ ଇଥିଲେ। ଏହି ଯାଞ୍ଚ ବେଳେ ଆରଟିଓ ବିଭାଗର ତପନ କୁମାର ମାର ବେଟି, ତହସିଲଦାର ସ୍ନିଗ୍ଧା ଚୌଧୁରୀ, ପୁଲିସ ଆଇଆଇସି ରଶ୍ମିରଂ ଜନ ପ୍ରଧାନ, ଏସ୍‌ଆଇ କୃଷ୍ଣଚନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ |

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button