DIstrictEducationNationNawarangpurOdishaPolitics

ସନ୍ତୋଷ ମହ।ପ।ତ ହେଲେ ର।ଇଘର ନୂତନ ବେବସାୟୀ ସଂଘ ସଭାପତି

ରାଇଘର, ୧୮/୭ : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ନୂତନ ବସଷ୍ଟାଣ୍ଡ ଠାରେ ଆଜି ନୂତନ ବ୍ୟବସାୟୀ ସଂଘ ଗଠନ କରାଯାଇଛି । ବଜାରର ସମସ୍ତ ଦୋକାନୀ ଏବଂ ବ୍ୟବସାୟୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଆଗରୁ ବ୍ୟବସାୟୀ ସଂଘ କାର୍ଯ୍ୟକ୍ରମ କରାଯାଉନ ଥିବାବେଳେ ଆଜି ନୂତନ କରି ପୁଣିଥରେ ସଂଘକୁ ସୁମ୍ଭରୁରୂପେ ପରି ଋଲଣା ପାଇଁ ଗଠନ କରାଯାଇଛି। ଆଜି ଏହି ସଭାରେ ବ୍ୟବସାୟୀ ମାନଙ୍କ ସଭାପତି, ଉପସଭାପତି, ସମ୍ପାଦକ, ସ‌ହ ସମ୍ପାଦକ, କୋଷାଧ୍ୟକ୍ଷ, ଉପଦେଷ୍ଟା କମିଟି ଚୟନ କରାଯାଇଥୁଲା, ସମସ୍ତ ବ୍ୟବସାୟୀଙ୍କ ସହ‌ମତରେ ବ୍ୟବସାୟୀ ସଂଘର ସଭାପତି ରୂପେ ସନ୍ତୋଷ ମହାପାତ୍ରଙ୍କୁ ଚୟନ କରାଯାଇଥିଲା। ଉପ ସଭାପତି ଭାବେ ୪ ଜଣ ଙ୍କୁ ମନୋନୀତ କରାଯାଇଥିଲ । ସେମାନେ ହେଲେ ଭିକି ଶ୍ରୀବାସ୍ତବ, ଜଗଦିଶ ପଟ୍ଟନାୟକ, ପିଜୁସ ମଣ୍ଡଳ, ଗଙ୍ଗା ରାଜୁ, ସମ୍ପାଦକ ମ୍ପାଦକ ଭାବେ ଦେବ୍ର ତ ବିଶ୍ଵାସକ୍ ସଙ୍କୁ ଚୟନ କରାଯାଇଥିଲା। କଟ ସେହି ଭଳି ସହ ସମ୍ପାଦକ କ ଭାବେ ଦୁଇଜଣଙ୍କୁ ଚୟନ କରାଯାଇଥିଲା। ଲା। ଶଙ୍କର ବାଛାଡ଼ ଏବଂ ରାଜେଶ କୁମାର ସ୍ୱାଇଁ, ମାର ସ୍ଵାଇଁ, କୋଷାଧ୍ୟକ୍ଷ ଭାବେ ଦିନେଶ କରା କରଙ୍କୁ ମନୋନୀ 10 କରି ଥ୍ ବାବେ ବେଳେ ଉପଦେଷ୍ଟ ପଦେଷ୍ଟା ମଣ୍ଡଳୀରେ ସ୍ଥଳୀରେ ୬ ୬ ଜଣଙ୍କୁ ଚୟନ କରାଯାଇଥିଲା ସେମାନେ ହେଲେ ଅଜୟ କୁମାର ଦାସ, ର ଦାସ, ସୁବ୍ରତ

ସାହା, ଭାସ୍କର ଦଣ୍ଡସେନା, ସୁଶୀଲ ବର୍ମାନ, ବିଶୁ ସିଲ, ରଞ୍ଜିତ କୁମାର ପାଣିଗ୍ରାହୀଙ୍କୁ ଚୟନ କରାଯାଇଥିଲା। ସଦସ୍ୟ ମଣ୍ଡଳୀରେ ୭ ଜଣଙ୍କୁ ଚୟନ କରାଯାଇଥିଲା ସେମାନେ ହେଲେ ବୀରେନ୍ଦ୍ର ୟାଦିବ, ମୋହନ ସାହୁ, ସଞ୍ଜୟ ସାହା, ଲଖ୍ନାଥ ଗୌଡ଼, ଏମ. ଡି ଆସଲମ, ରିଜଓ୍ବାନ ଅଲି, ରୂପକ ର୍ମିଧାଙ୍କୁ ଆଜିର ବ୍ୟବସାୟୀ ସଂଘରେ କରାଯାଇଥିଲା। ବଜାରର ବିଭିନ୍ନ ସମସ୍ୟା ସହିତ ବଜାରର ବିଭିନ୍ନ ଉନ୍ନତି ବିଷୟରେ ଆଲୋଚନା କରାଯାଇଥିଲା। ପ୍ରତି ମାସର ଶେଷ ଗୁରୁବାରରେ ବଜାରର ବିଭିନ୍ନ ମନୋନୀତ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button