DistrictEducationHealthNationOdishaPoliticsRayagada

ହଷ୍ଟେଲ୍‌ରେ ଇଞ୍ଜିନିୟରିଂ ଛାତ୍ରଙ୍କ ଆତ୍ମହତ୍ୟା

ଗୁଣପୁର,୧୭/୭: ସ୍ଥାନୀୟ ପ୍ରାୟ ଗାନ୍ଧି ଯାନ୍ତ୍ରିକ ବିଶ୍ୱବିଦ୍ୟାଳୟ ଜିଆଇଇଟି ପଠାଣି ସାମନ୍ତ ହଷ୍ଟେଲରେ ଆଜି ମଧ୍ୟାହ୍ନ ରେ ଜଣେ ଇଞ୍ଜିନିୟରିଂ ଛାତ୍ର ଆତ୍ମହତ୍ୟା କରିଛନ୍ତି। ଏନ୍‌ସି-୭ ହଷ୍ଟେଲ ନମ୍ବର-୧୨ ଡିଆର ନମ୍ବର -୨ ରମରେ ଫ୍ୟାନ୍‌ରେ ଝୁଲି ପଡ଼ିଥ୍‌ ଥୁବା ଦେଖୁବାକୁ । ମିଳିଛି। ମୃତ ଛାତ୍ର ଙ୍କ ବାଲେଶ୍ଵର ଜଣଙ୍କ ଜିଲ୍ଲା ସୋରର ହିମାଂସୁ ହୋତା । ବୋୟୋଟେକ ର୍ନ କ ବିଭାଗ ଦ୍ବିତୀୟ ବର୍ଷର ଛାତ୍ର । ଖବର ପାଇ ପୁର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ପ୍ରେମଜନିତ ଆତ୍ମ ହତ୍ୟା ବୋଲି ପୁଲିସ ସନ୍ଦେହ କରୁଛି। ସାଇଣ୍ଟିଫିକ୍ ଟିମ୍‌ର ସହାୟତାରେ ତଦନ୍ତ ଚାଲିଛି।

ପରିବାର ଲୋକେ ପହଞ୍ଚୁବା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଆଇଆଇସି କହିଛନ୍ତି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button