DIstrictHealthKoraputNationOdishaPolitics

ସୈମ୍ୟାଶ୍ରୀ ବିଶିଙ୍କ ପାଇଁ ନ୍ୟାୟ ର ହକ୍ ପାଇଁ ଦେଶର ହୃଦୟ ଓଡ଼ିଶା କଂପିଲା – ସୁନାବେଡା ରେ ଗରିମାମୟ ବନ୍ଦ

ସୁନାବେଡା, 17/07: ଓଡ଼ିଶା ଜନମନ ଆଜି ଏକତା ଓ ନ୍ୟାୟ ର ପାଇଁ ଏମିତି ଏକ ଶକ୍ତିଶାଳୀ ଶବ୍ଦ ଉଚ୍ଚାରଣ କଲା, ଯାହା ସୈମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ଉପରେ ନ୍ୟାୟ ଦେବାକୁ ଦେଶକୁ ବାଧ୍ୟ କରିପାରେ। ସୁନାବେଡା ନଚେତ ମାର୍କେଟ ଛକ ଠାରେ ୧୨ ଘଣ୍ଟିଆ ବନ୍ଦ ହେଉଛି, ଯାହା ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପ୍ରଭାବିତ ରହିଛି।

ପ୍ରତିଟି ଗଲି ଗଲିରେ, ନଗରର ପ୍ରତିଟି ମୁହାଁରେ, ଲୋକମାନେ ଏକତାର ପ୍ରତୀକ ହୋଇ ସୈମ୍ୟାଶ୍ରୀଙ୍କ ପାଇଁ ନ୍ୟାୟ ଦାବି କରୁଛନ୍ତି। ଶାନ୍ତିପୂର୍ଣ୍ଣ ଭାବରେ ପାଳିତ ଏହି ହଡତାଳ ଦେଖାଇଛି ଯେ ଓଡ଼ିଶା ଲୋକ ଅନ୍ୟାୟ ବିରୁଦ୍ଧରେ ଚୁପ ନୁହଁ।

ରାସ୍ତାରେ ଆନ୍ଦୋଳନ, ତାଳ ଧ୍ୱନି, ପୋଷ୍ଟର, ଓ ଜ୍ଞାନମୁଳକ ସ୍ଲୋଗାନ ମାଧ୍ୟମରେ ଲୋକମାନେ ତାଙ୍କ ଆବେଗ ବ୍ୟକ୍ତ କରିଛନ୍ତି। ଏଥିରେ ସୁନାବେଡା କଂଗ୍ରେସ ଦଳର ସଭାପତି ଦିୱାନ କୁଲଦୀପ, ସାଂସଦ ପ୍ରତିନିଧି ପିଣ୍ଟୁ କର, କଂଗ୍ରେସ କର୍ମୀ ଶାନ୍ତି ଶିଳ ଖରା, ସୁରଜ ବାଘ, ଚିଣ୍ଟୁ ଖରା, ପ୍ରବୀନ ମହାନଦୀୟ ପ୍ରମୁଖ ଯୋଗ ଦେଇ ବନ୍ଦ ଡାକରାରେ ସହଯୋଗ କରିଥିଲେ

Suraj Bagh (District Reporter) Koraput

Related Articles

Leave a Reply

Your email address will not be published. Required fields are marked *

Back to top button