DIstrictHealthNationNawarangpurOdisha
ଦୁଇ ବାଇକ ଧକ୍କାରେ ଦୁଇ ମୃତ ଓ ଦୁଇ ଗୁରୁତର

ଦୁଇ_ବାଇକ_ମଧ୍ୟରେ_ମୁହାଁମୁହିଁ_ଧକ୍କା_ଦୁଇ ମୃତ
କୋଟପାଡ଼, 17/7
କୋଟପାଡ଼ ଥାନା ସୁର୍ଲି ଗ୍ରାମ ଜାତୀୟ ରାଜପଥ ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ଦୁଇ ମୃତ,ଦୁଇ ଗୁରୁତର ଏଥି ପାଇ ରାସ୍ତା ରୋକା ଓ ଗାଡି ଚଳ।ଚଳ ବନ୍ଦ।