
ଲମତାପୁଟ, ୧୭/୦୭: ଓଡିଶା ପ୍ରଦେଶ କଂଗ୍ରେସ ର ଓଡିଶା ବନ୍ଦ ଡାକରା ରେ ସାମିଲ ହୋଇଥିବା ଲମତାପୁଟ ବ୍ଲକ କଂଗ୍ରେସ ଲମତାପୁଟ ବ୍ଲକ ବନ୍ଦ ରହିଥିବା ବେଳେ ଲମାତାପୁଟ ମୁଖ୍ୟ ଛକ ଠାରେ ବ୍ଲକ କଂଗ୍ରେସ ଛାଉଣୀ କାରି ସରକାର ବିରୋଧୀ ନାରାବାଜ଼ୀ ଦେଇଥିଲେ!
ବାଲେଶ୍ୱର ଫକୀର ମୋହନ ବିଦ୍ୟାଳୟ ର ଛାତ୍ରୀ ସୌମ୍ୟବିଶି ର ଘଟଣା ପାଇଁ କେବଳ ପ୍ରିନସିପାଲ ଓ ଆଦ୍ୟାପକ ଯେତିକି ଦାୟୀ ସମ ପରିମାଣ ରେ ଶିକ୍ଷା ମନ୍ତ୍ରୀ, ମୁଖ୍ୟ ମନ୍ତ୍ରୀ ଉଚ୍ଚ ଶିକ୍ଷା ମନ୍ତ୍ରୀ ଓ ସାଂସଦ ପ୍ରତାପ ଷଡ଼ଙ୍ଗୀ ଦାୟୀ!ଏଣୁ ମୁଖ୍ୟ ମନ୍ତ୍ରୀ ଶିକ୍ଷା ମନ୍ତ୍ରୀ ଇସ୍ତଫା ଦିଅଁନ୍ତ! ବିଜେପି ଦଉନ ଡାଉନ ବିଜେପି ଗୋ ବେକ ବିଜେପି ଛି ଛି ବୋଲି ନର ଦେବା ସହ କୁଶ ପିତ୍ତଳିକା ଦାହ କରିଥିଲେ |