
ନବରଙ୍ଗପୁର, ୧୬/୦୭: ନବରଙ୍ଗପୁର ମହାବିଦ୍ୟାଳୟର ୫୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଉତ୍ସବରେ ମୁଖ୍ୟଅତିଥି ଭାବେ କଲେଜର ଅଧକ୍ଷ ଡି.ଗୋବିନ୍ଦ ଭଞ୍ଜ ଯୋଗଦେଇ କରି କହିଥିଲେ ଯେ, ଉପକ୍ଷ ଅଞ୍ଚଳରେ ଉଚ୍ଚଶିକ୍ଷା ପାଇଁ ବହୁ ବିଦ୍ୱାନ ଓ ଗୁଣି ଲୋକଙ୍କ ଉଦ୍ୟମରେ ଏହି କଲେଜ ପ୍ରତିଷ୍ଠା ହୋଇଥିଲା । ଆଗମୀ ଦିନରେ କଲେଳର ବିକାଶ ପାଇଁ ଛାତ୍ରଛାତ୍ରୀଙ୍କ ମିଳିତ ଉଦ୍ୟମ କରିବାକୁ ସେ ଆହ୍ୱାନ ଦେଇଥିଲେ । ପ୍ରଧ୍ୟାପିକା ସଙ୍ଗୀତା ତ୍ରିପାଠୀ, ଅଶାପକ ଦିଲ୍ଲୀପ କୁମାର ହୋତା, ମନୋରଞ୍ଜନ (ରା, ଜିତେନ୍ଦ୍ର କୁମାର ରଥ, ଶମ୍ଭୁପ୍ରସାଦ ହୋତା
ପ୍ରମୁଖ କଲେଜ ନଲେଜର ଅତିତର ସ୍ମୃତିଗୁଡିକୁ ମନେ ପଳାଇଥିଲେ । ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି କଲେଳର ସର୍ବଧିକ ମର୍କ ରଖିଥିବା ଯୁକ୍ତ ୩ ବିଜ୍ଞାନରେ ଇପ୍ସିତା ଦାଶ, ଜଳରେ ମୋଳନ ଦାସ ସାୟା ଓ ବଣିଜ୍ୟରେ ସେମନାଥ ଇଚ୍ଛା ଓ ଯୁକ୍ତ ୨ ବାଣିଜ୍ୟରେ ଏସ୍. ଝାନ୍ତି, କଳାରେ ସନ୍ଧି ହରିଜନ ଓ ବିଜ୍ଞାନରେ ସାଗରିକା ବିଶୋଇଙ୍କୁ ଅତିଥିମାନେ ସମ୍ମାନିତ କରିଥିଲେ । ଏହି ଅବସରରେ କଲେଜ ପରିସରରେ ବୃକ୍ଷରୋପଣ ଏକ ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରଯାଇଥିଲା ।