
ବୈପାରୀଗୁଡ଼ା:15/7 ବୈପାରୀଗୁଡା ବ୍ଲକ କାକଲପୋଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଭାତରେ ବାହାରିଲା ପୋକ । ଏପରି ଅଭିଯୋଗ କରିଛନ୍ତି ବିଦ୍ୟାଳୟର ନବମ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ଆଜି ବିଦ୍ୟାଳୟର ମଧ୍ୟହ୍ନଭୋଜନ ଥାଳିରେ ଲମ୍ବା ପୋକ ବାହାରିଥିଲା । ଏନେଇ ଛାତ୍ରଛାତ୍ରୀ ମାନେ ୱାର୍ଡ ମେମ୍ବରଙ୍କୁ ଦେଖାଇଥିଲେ। ଏହା ଆଜି ଗୋଟିଏ ଦିନ ନୁହେଁ, ବହୁ ସମୟରେ ପରି ଖାଦ୍ୟରୁ ପୋକ କ ବାହାରୁଥିବା ।
ଏଜେଇ ଅଭିଯୋଗ କରିଥ୍ଳେ ଲେ। ଏନେଇ ES ପ୍ରଧାନଶିକ୍ଷକଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ଯୋଗାଯୋ ହୋଇପାରିନି। ଉଚ୍ଚସ୍ତରୀୟ ତଦନ୍ତ କରି କାର୍ଯ୍ୟନୁଷ୍ଠାଲକଇଁ ଦାବି ।