DistrictEducationNationNawarangpurOdisha

ଲଗାଣ ବର୍ଷାରେ ଭାଙ୍ଗିଲା କାନ୍ଥ, ଅସହାୟ ପରିବାର ଭାଙ୍ଗି ଯାଇଥିବା ମିଚୁଙ୍କ ଘର।

ତେନ୍ତୁଳିଖୁଣ୍ଟି, ୧୪/୦୭: ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଲମତାଗୁଡ଼ା ପଞ୍ଚାୟତ ଅଧୀନ ବେଜୁଗୁଡ଼ା ଗ୍ରାମର ମିଚୁ ମୁଦୁଲିଙ୍କ ଘର ରବିବାର ଲଗାଣ ବର୍ଷାରେ ଭୁଶୁଡ଼ି ପଡ଼ିଛି। ମିଚୁ ତାଙ୍କ ପୁଅ ବୋହୂ ବର୍ଷକର ନାତିଙ୍କ ସହ ଏକ କୁଡ଼ିଆ ଘରେ ରହି ଆସୁଥିଲେ। ରବିବାର ସନ୍ଧ୍ୟାରେ ପ୍ରବଳ ବର୍ଷା ହୋଇଥିଲା। ଫଳରେ ବର୍ଷା ପାଣି ଖାଇକି ଥିବା ଘରର ମାଟି କାନ୍ଥ ରାତିରେ ଭୁଶୁଡ଼ି ପଡ଼ିଥିଲା। ମିଚୁ ଅନ୍ତୋଦୟ ଯୋଗ୍ୟ ଆଦିବାସୀ ପରିବାର ହୋଇଥିବାବେଳେ ଏବେ ଯାଏ ତାଙ୍କୁ ପକ୍କା ଘର ଟିଏ ମିଳିପାରିଲା ବ ନାହିଁ। ଆଦିବାସୀ ଥଶୁଷିତ ଅଞ୍ଚଳରେ ବଡ଼ଚଢ଼ିଆଙ୍କୁ ଆବାସ ଗୃହ ମିଳୁଥିବା ଉପେକ୍ଷା କାହିଁକି ରହୁଥ‌ିବା ଆଦିବାସୀଙ୍କୁ କରାଗଲା ବୋଲି ଗ୍ରାମ କରିଛନ୍ତି।

ଗ୍ରାମବାସୀ ପ୍ରଶ୍ନ ଏଭଳି ବ ବର୍ଷା ସ୍ଥିତିରେ ରେ ମିଚୁଙ୍କ ପରିବାର କିଭଳି କେଉଁଠି ରହିବେ ସେ ଦିଗରେ ପ୍ରଶାସନ ଧ୍ୟାନ ଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି। ଚଳିତ ବର୍ଷବର୍ଷା ବିତ୍ପାତ ରେ ପ୍ରାୟ ପ୍ରତ୍ୟେକ ଗ୍ରାମ ରେ ଗରୀବ ଶ୍ରେଣୀ ର ମାଟି ଘରେ ରହୁଥ‌ିବା ପରିବାର କାହାର ଘର କାନ୍ଥ ଛପର ଉଡ଼ିଯାଇଛି। ଅସୁବିଧାରେ ଅଛନ୍ତି। ଭାଙ୍ଗି ଛି ତ କାହାର ପରଜାବାରଙ୍ଗପଦର ପଞ୍ଚାୟତ ସଦର ଗାଁର ଦୟା ପାତ୍ର ହିଆଲଙ୍କ ଘର କାନ୍ଥ ମଧ୍ୟ ଭୁଶୁଡ଼ି ଯାଇଛି। ଖାତିଗୁଡ଼ା ଗ୍ରାମର ମନି କୁମ୍ଭାର ଙ୍କ ମଧ୍ୟ ଏଭଳି ଘର ଭାଙ୍ଗିଛି। ଏଣୁ ବିଭିନ ସ୍ଥାନର କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କର।ଯାଇ

ଏଭଳି ଭଳି ଅସହାୟ ଦେବ। ପ।ଇ ଦାବି ହୋଇଛି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button