BusinessDistrictEntertainmentNationNawarangpurOdisha

୭ ଦିନ ଭିତରେ ଚୋର ଧରାପଡିଲା ଚୋରି ଜିନିଷ ଉଦ୍ଧାର ସହ ଦୁଇ ଗିରଫ

ନବରଂଗପୁର, ୧୩/୦୭ : ଗତ ୫/୭ ତାରିଖ ଦିନ ରାତିରେ ଶଂଖାରୀ ସାହି ନିବାସୀ ଏନ୍ ସନ୍ତୋଷ କୁମାର (୪୭) ନିଜ ଘରେ ଚୋରି ହୋଇଥିବା ନେଇ ସଦର ଥାନରେ ଅଭିଯୋଗ କରିଥିଲେ । ଏତଲା ଅନୁଯାୟି କିଛି ଅଜଣା ଅପରାଧୀ ତାଙ୍କ ଘରର ତାଲା ଭାଙ୍ଗି ନଗଦ ଟଙ୍କା ଏବଂ ସୁନା, ରୂପା ଅଳଙ୍କାର ଚୋରି କରିଥିଲା।

ଏହି ରିପୋର୍ଟ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ତଦନ୍ତ କରି ଦୁଇଜଣ ଅଭିଯୁକ୍ତ ମାନକ୍ ଗିରଫ କରିଥିଲା। ଦୁଇ ଅଭିଯୁକ୍ତ ମାନେ ହେଲେ ସୁବାଷ ଭତ୍ରା (୧୯) (୧ ଗ୍ରାମ ଭାଲୁଗୁଡ଼ା, ଥାନା କୋଡିଙ୍ଗା ଓ ଜଗା ହରିଜନ ( ୨୦) ଲୋହାରାସାହି, ସାହି, ନବରଙ୍ଗପୁର ର ଜବତ ହୋଇଛି। କରାଯାଇ ଜେଲ ହାଜତକୁ ପଠାଯାଇଛି ବୋଲି ମାମ ଥାନା ତଦନ୍ତ ଅଧୂକାରୀ ସମ୍ବିତ କୁମାର ବେହେରାଙ୍କ ଠାରୁ ପ୍ରକାଶ। ମାମଲାରେ

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button