DistrictNationNawarangpurOdishaPolitics

ପେଟଫୁଲା ନଦୀ ଅସ୍ଥାୟୀ ପୋଲୋ ଯାତାୟତ ପାଇଁ ପ୍ରସ୍ତୁତ, ପାପଡାହାଣ୍ଡି

ନବରଙ୍ଗପୁର, ୧୩/୦୭: ନବରଙ୍ଗପୁର ଜିଲ୍ଲାର ଲାଇଫଲାଇନ କୁହାଯାଉଥିବା 40 ନଂ ରାଜ୍ୟ ରାଜପଥ ର ନବରଙ୍ଗପୁର ରୁ ଉମରକୋଟ ମଧ୍ୟରେ ସଂଯୋଗ କରୁଥିବା ଜଟାବାଲ ନିକଟରେ ପେଟଫୁଲା ନଦୀ ଉପରେ ନିର୍ମାଣଧୂନ ହାଇଲେବେଲ ବ୍ରିଜ ନିର୍ମାଣ ଅବଧୂ ସରିଥିଲେ ମଧ୍ୟ କାମ ଶେଷ ହୋଇ ପାରିନାହିଁ କାରଣ ବିଦୁତ ଖୁଣ୍ଟ ସ୍ଥାନାନ୍ତରଣ ଏବଂ ଡିଜାଇନ ଅନୁମଦନରେ ବିଳମ୍ବ, ଯାତାୟତ ପାଇଁ କେବଳ ଅସ୍ଥାୟୀ ପୋଲ ଯାହା ଗତ ଦୁଇ ସପ୍ତାହ ପୂର୍ବରୁ

ଲଗାଣ ବର୍ଷା ରେ ଧୋଇ ହୋଇ ଯାଇ ଥିଲା, ହାଲୁକା ଜାନବାହନ ଜାମ୍ବାଗୁଡା, ପାତ୍ରୀ ଦେଇ ଜଟାବାଲ ଏବଂ ଘାଟଗୁଡା, ଏକର ଦେଇ ବାରୀଗୁଡା ଛକ କୁ ବାହାରୁଛନ୍ତି, ଭାରିଯାନ ଏବଂ ବସ୍ ପାଇଁ ପାପଡାହାଣ୍ଡି ଠାରୁ ମୈଦଲପୁର ଦେଇ ଡାବୁଗାଁ ଠାରେ ବାହାରୁଚି, ବର୍ତ୍ତମାନ ପାଗ ଶୁଖୁଲା ଥୂବାରୁ ଯୁଦ୍ଧକାଳୀନ ଭିତ୍ତରେ ଅସ୍ଥାୟୀ ପୋଲର କାମ ଚାଲି ଲିଛି, ବର୍ତ୍ତମାନ ବାଇକ ଏବଂ ଛୋଟ ଗାଡି ଚଳାଚଳ ଚ କରୁଛି, ଦିନେ ଦୁଇଦିନ ମଧ୍ୟରେ ବଡ଼ଗାଡି ମଧ୍ଯ ଚଳାଚଳ କରିବ ବୋଲି ପୂର୍ତ୍ତବିଭାଗର ଯନ୍ତ୍ରୀ ହୋରେକୃଷ୍ଣ ରାଉତ କହିଛନ୍ତି l

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button