ହନୁମାନ ମନ୍ଦିର ସମ୍ମୁଖରେ ଡମ୍ଫିୟାର୍ଡ

ନବରଙ୍ଗପୁର, ୧୩/୦୭: ନବରଙ୍ଗପୁର-ବୋରିଗୁମ୍ମା ୨୬ନମ୍ବର ଜାତୀୟ ରାଜପଥର ଚାଉଁରିଆଗୁଡ଼ା ହନୁମାନ ମନ୍ଦିର ସମ୍ମୁଖରେ ପୌର ପ୍ରଶାସନ ପକ୍ଷରୁ ଡସିଂୟାର୍ଡ କରାଯାଇଥିବାରୁ ପୂତ୍ତଗନ୍ଧମୟ ପରିବେନିବେଶ ସୃଷ୍ଟି ହୋଇଛି। ଏହି ଡସିଂୟାର୍ଡକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ନିମନ୍ତେ ଦାବି କରିବା ପାଇଁ ବହୁବାର ଦାବି କରିବା ପରେ ମଧ୍ୟ ପ୍ରଶାସନ ପଦକ୍ଷେପ ନେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଆବର୍ଜନା ଦିନେ ଦୁଇ ଦିନ ପଡ଼ି ରହୁଥି ପୂତ୍ତଗନ୍ଧମୟ ପରିବେଶ ସୃଷ୍ଟି ହେବ ସହ ମଶାମାଛିଙ୍କ ପ୍ରାଦୁର୍ଭାବ ବଢ଼ିବ ଲାଗିଛି। ମନ୍ଦିର ସମ୍ମୁଖରେ ଏଭଳି ଡସିଂୟାର୍ଡ ରହିବା ଆଧ୍ୟତ୍ମିକତା ଭାବନା ଉପରେ ପ୍ରଭାବ ପଡ଼ୁଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସହରରେ ଡସିଂୟାର୍ଡ ରହିବ ନାହିଁ। ତୁରନ୍ତ ମଇଳା ଉଠାଇବାକୁ ନିର୍ଦ୍ଦେଶ ରହିଛି। କିନ୍ତୁ ଏଠାରେ ପୌର ପ୍ରଶାସନ ଏହାର ଖୋଲାଖୋଲି ଉଲ୍ଲଘଂନ କଚ୍ ଅଭିଯୋଗ ହେବା ସହ ତୁରନ୍ତ ଡମ୍ପିୟାର୍ଡକୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦା କରୁଥିବା