DIstrictEducationNationNawarangpurOdishaPolitics

ଅନାସ୍ଥାରେ ହାରିଲେ ବାଳିଛାଇ ସରପଞ୍ଚ ସପକ୍ଷରେ ୧, ବିରୋଧରେ ୯, ଅନୁପସ୍ଥିତି ୧

ପୋଇ ସର।,11/7: ପୋଲସରା ବ୍ଲକ ଅନ୍ତର୍ଗତ ବାଲିଛାଇ ପଞ୍ଚାୟତର ସରପଞ୍ଚ ସିଲୁ ବେ ହେ ରାଙ୍କ ବିରୋଧରେ ଗତମାସ ୨୧/୦୬/୨୫ ତାରିଖରେ ଛତ୍ର ପୁର ଉପଜିଲ୍ଲାପାଳ ଶିବାଶିଷ ବରାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ୧୧/୦୭/୨୫ ତାରିଖ ଶୁକ୍ରବାର ଦିନ ସରପଞ୍ଚ ବିରୋଧରେ ଭୋଟ ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

୧୧ ୱାର୍ଡ ବିଶିଷ୍ଟ ବାଲି ଛାଇ ପଞ୍ଚାୟତରୁ ସରପଞ୍ଚ ସି ଲୁ ବେହେରା ବିଜେଡି ସମର୍ଥାତ ଭାବେ ବିଜୟ ହୋଇ ସରପଞ୍ଚ ହୋଇଥିବା

ବେଳେ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନାଏବ ସରପଞ୍ଚ ପର୍ଶୁରାମ ପ୍ରଧାନ, ୱାର୍ଡ ମେମ୍ବର ଗୀତା ସାହୁ, ହରେକୃଷ୍ଣ ପାତ୍ର, କ୍ରିଷ୍ଣା ସ୍ଵାଇଁ, ରବୀନା ବିଷୋୟୀ, ସୁଶାନ୍ତ କୁମାର ପ୍ରଧାନ, କୁମାରୀ ବେହେରା, ଜୁଲି ସାହୁ, ଝୁନ୍ ଝୁନା ପ୍ରଧାନ ଆଣିବା

ସହିତ ୨୨/୦୭/୨୫ ତାରିଖରେ ଜଗନ୍ନାଥ ବାଡ଼େଇଙ୍କ ନେତୃତ୍ୱରେ ବିଜେପିରେ ସାମିଲ ହୋଇଥିଲେ ଯାହାକୁ ନେଇ ଆଜି ତାଙ୍କ ବି ରୋଧରେ ୯ ଖଣ୍ଡ ଭୋଟ ପଡିଥିବା ବେଳେ ସପକ୍ଷରେ ୧ ଖଣ୍ଡ ଭୋଟ ଯାଇଥିବା ବେଳେ

ଜଣେ ୱାର୍ଡ ମେମ୍ବର ଅନୁପସ୍ଥିତି ଥିଲେ I ଅନାସ୍ଥା ପ୍ରସ୍ତାବ ଭୋଟରେ ସରପଞ୍ଚ ସିଲୁ ବେହେରା ହାରିଥିଲେ ସରପଞ୍ଚ ମନମୁଖୀ କାଯ୍ୟ ଓ ଦୁର୍ନୀତି ଗ୍ରସ୍ତ ଥିବା ଅଭିଯୋଗ ହୋଇଥିବା ବେଳେ ଏଥିରେ ସେ ନାରାଜ ହୋଇ ତାଙ୍କ ବିରୋଧରେ

ଆଣିଥିବା ଅଭିଯୋଗ ସ ମିଥ୍ୟା ଅଟେ ବୋଲି କହି ଏଠି ସମାଜସେବୀ ଜଗନ୍ନାଥ ବା ସେମାନଙ୍କୁ ଅର୍ଥ ବଳରେ ବିରୋଧରେ ଅଭିଯୋଗ ଆର୍ଥି ଏବଂ ମୁଁ ଆଇନର ସହା ନେଇଛି, ନିଶ୍ଚିତ ଭାବେ ମ ପାଇବି ବୋଲି ପ୍ରକାଶ କରିଥା ନିର୍ବାଚନ ଅକାରୀ ଭତହସିଲଦାର ଦିପ୍ତିମୟୀ ଦାୟିତ୍ୱ ତୁଲାଇଥିବା ବେଳେ, ଶଶିଭୂଷଣ ମହାପାତ୍ର, ଏସ ସୁଜିତ ନାୟକ ଓ କବିସୂର୍ଯ୍ୟମ ଥାନାକାରୀ ଉପସ୍ଥିତ ଶାନ୍ତି ପୂର୍ଣ୍ଣ ଭାବେ ମତ ହୋଇଥିଲା I

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button