
ଠେକୁଆ ଗୀତରେ ଠେକୁଆ ହୋଇ ନାଚ ପଢାଇଲେ ଶିକ୍ଷକ
ବୈପାରିଗୁଡା,12/07 : ଶିକ୍ଷାକୁ ସ୍ଵାଦିଷ୍ଟ ଏବଂ ଆନନ୍ଦମୟ
କରିବା ପାଇଁ ଅନେକ ପ୍ରୟାସ ହେଉଛି । ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ତାଲିମ୍ ଓ କାର୍ଯ୍ୟକ୍ରମ କଟ କରାଯାଉଛି । ସବୁବେଳେ ନୂତନ ଶୈଳୀର ଶିକ୍ଷାଦାନକୁ ନେଇ ନଇ ଚର୍ଚ୍ଚାରେ ଥାଅ ଥାଆନ୍ତି କୋରା ଚାରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ୍, ରାମଗିରି ପଞ୍ଚାୟତ ଅନ୍ତର ଅନ୍ତର୍ଗତ था. ଭାଲୁଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ କାହ୍ନୁ ଚରଣ ବେହେରା। ଶିକ୍ଷକ ଶ୍ରୀ ବେହେରା ଛାତ୍ରଛାତ୍ରୀଙ୍କୁ ସବୁବେନେ ଆନନ୍ଦମୟ ଶିକ୍ଷା ପ୍ରଦାନ କରିଥାନ୍ତି, ଯାହାଦ୍ୱାରା ପିଲାମାନେ ନେ ହସ ଖୁସିରେ ଆଗ୍ରହର ସହ ପାଠ କାର୍ଟୁନ୍ ମଧ୍ଯମ ଠେକୁଆ ଗୀତ ରେ 1 (କାର୍ଟୁନ୍) ପି ପିନ୍ଧି ପିଲାମାନଙ୍କୁ ନ ନଚେଇ ) ପଡ଼ିଥାନ୍ତି ।
ଏବେ କିନ୍ତୁ ପିଲାମାନଙ୍କୁ ମଧ୍ୟମରେ ପାଠ ପଢାଇଥନ୍ତି କାହ୍ନୁ ସାର। ପାଠ ପ୍ରତି ଆଗ୍ରହ ବଢାଇବା ପାଇଁ ସେ ନିଜେ କାର୍ଟୁନ୍ ଡ୍ରେସ ପିନ୍ଧି ପାଠ ପଢାଇଥାନ୍ତି । ରେ ନିଜେ ଠେକୁଆ ଡ୍ରେସ ନଚେଇ ଗୀତ ଗାଇ ପାଠ ପଢ଼ାଉଛନ୍ତି । ପିଲାମାନେ ମଧ୍ୟ ଆଗ୍ରହର ସହ ପାଠ ପଢୁଛନ୍ତି । ଏହି ନୂତନ ଶୈ ଶୈଳୀରେ ଶିକ୍ଷାଦାନ ଦେଖ୍ ଛାତ୍ରଛାତ୍ରୀମାନେ ଖୁସିରେ ଝୁମି ଉଠିଥିଲେ ଓ ପାଠ ପ୍ରତି ସମାନଙ୍କର ରୁଚି ବଢୁଛି ଓ ଭୟ କମୁଛି କମୁଛି। ଏହି ପ୍ରୟାସ ମାନସିକ ଓ ଶାରୀରିକ ଉନ୍ନତି ସହିତ ଶିକ୍ଷାକୁ ମଜାଦାର, ଆଶାଜନକ ଫଳପ୍ରଦ କରିଥାଏ । ଏହି କାର୍ଯ୍ୟକଳାପ ଉପରେ ଅଭିଭାବକ, ଶିକ୍ଷକ ଓ ସ୍ଥାନୀଯ ନୀୟ ଲୋକେ ବେଶ ପ୍ରଶଂସା କରିଛନ୍ତି। ସେମାନଙ୍କ ଅନୁସାରେ, ଏପରି ପ୍ରୟାସ ଦ୍ଵାରା ପିଲାମାନେ ଅନୁଶାସନ, ସଂସ୍କାର ଓ ଆନନ୍ଦଦାୟକ ଶିକ୍ଷା ଗ୍ରହଣ କରିପାରିବା ସହିତ ନିୟମିତ ପ ବିଦ୍ୟାଳୟ ପ୍ରତି ଅ ଆଗ୍ରହ ବଢୁଛି। ଶିକ୍ଷକ କାହ୍ନୁ ସାରଙ୍କ ଏହି ଭିନ୍ନ ଦୃଷ୍ଟିକୋଣ ଏବଂ ଏହି ପ୍ରକାର ନୂତନ ଶୈଳୀରେ ଶିକ୍ଷାଦାନ ସମଗ୍ର ଶିକ୍ଷା ବ୍ୟବସ୍ଥାକୁ ଏକ ନୂତନ ଦିଗ ଦେଖାଇଛି। ଏହି ପ୍ରକାର ଶିକ୍ଷାଦାନ ଶୈଳୀ ପାଇଁ ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି।
ଠେକୁଆ ଭାଇ