DistrictEducationNationNawarangpurOdishaPolitics

ଏଏସପି ଙ୍କୁ ଭେଟି ଆଲୋଚନ।କଲେ ବିଜେଡିର ଫାକ୍ଟଫାଇଟିଂ ଟିମ୍

ଜୟପୁର, ୧୧/୭ ; କୋରାପୁଟ ଜିଲ୍ଲା ବନ୍ଧୁଗାଁ ଥାନ ଥାନା ଅଞ୍ଚଳ ରେ ୫ ବର୍ଷ ର ଶିଶୁ କନ୍ୟା ବଳ ବଳାକାର ଶିକାର ହୋଇଛି, ଘରେ କେହି ନ ଥିବାର ସୁଯୋଗ ନେଇ ଶିଶୁ କନ୍ୟା

ଏସପି ରୋହିତ ବର୍ମା ଙ୍କୁ ସାକ୍ଷାତ କରି ମଧ୍ୟ ଆଲୋଚନା କରିଛନ୍ତି,ଭବିଷ୍ୟତ ରେ ଶିଶୁ ଟି କିପରି ପାଠ ପଢି ସାଧାରଣ ଭାବେ ଜୀବନ ଯାପନ କରିବ ଶିଶୁ ର ଭବିଷ୍ୟତ ପ୍ରତି ଦୃଷ୍ଟି

କୁ ସ୍ଥାନୀୟ ଯୁବକ ବଳାତ୍କାର କରିଥିଲା, ଏହି ଘଟଣା ଜଣା ପଡିବା ପରେ ଶିଶୁ କନ୍ୟା ପରିବାର ତରଫରୁ ଥାନା ରେ ଅଭିଯୋଗ ହୋଇଥୁଲା, ଅଭିଯୋଗ କୁ ଆଧାର କରି ପୋଲିସ ଯୁବକ କୁ ଗିରଫ କରି କୋର୍ଟ ଚାଲାଣ ଲାଣ କରିଛି, ବିଜେଡ଼ି ସୁପ୍ରିମ ନବୀନ ପଟ୍ଟନା ନାୟକ ଙ୍କ ନିର୍ଦେଶ କ୍ରମେ କୋରାପୁଟ ବିଜେଡ଼ି ଜଡ଼ି ଜିଲ୍ଲା ସଭାପତି ଝିନ ହିକକା ‘ତୃତ୍ୱରେ ବିଜେଡ଼ି ର ଫ୍ୟାକ୍ଟ ଫାଇଣ୍ଡିଚ୍ଚ ଟିମ ଶିଶୁ କନ୍ୟା ଙ୍କ ଗାଁ କୁ ଯାଇ ପରିବାର ଙ୍କୁ ସାକ୍ଷାତ କରିଛନ୍ତି, ଏ ନେଇ କୋରାପୁଟ

ଦେବା ପାଇଁ ଆଲୋଚନା କରାଯାଇଥିଲା, ବିଜେଡ଼ି ର ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ କହିବା କଥା ରାଜ୍ୟରେ ଏବେ ଶିଶୁ ଓ ମହିଳା ଅସୁରକ୍ଷିତ ମଣୁଛନ୍ତି, ଦିନ କୁ ଦିନ ବଳାତ୍କାର ନାରୀ ନିର୍ଯ୍ୟାତନା ବଢି ଚାଲିଛି, ଯେ ପର୍ଯ୍ୟନ୍ତ ରାଜ୍ୟରେ ବଳାତ୍କାର ଆଉ ନାରୀ ନିର୍ଯ୍ୟାତନା ସମ୍ପୂର୍ଣ ଭାବେ ବନ୍ଦ ନ ହୋଇଛି ବିଜେଡ଼ି ସେତେଦିନ ପର୍ଯ୍ୟନ୍ତ ଏମିତି ବିରୋଧ କରୁଥିବ ତା ତା ସହିତ ନାରୀ ସୁରକ୍ଷା ପାଇଁ ଆଗାମୀ ଦିନରେ ରାଜ ରାସ୍ତାକୁ ଓଲ୍‌ହାଇବ ବୋଲି ବିଜେଡ଼ି କହିଛି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button