BusinessDistrictEducationNationOdishaPolitics

ଅସ୍ତ୍ର ର ସଫଳ ପରୀକ୍ଷଣ

‘ଅସ୍ତ୍ର’ର ସଫଳ ପରୀକ୍ଷଣ

ଆକାଶ ମାର୍ଗରେ ୧୦୦ କିମି ଲକ୍ଷ୍ୟ ଭେଦ କ୍ଷମତା

ବାଲେଶ୍ଵର, ୧୧/୭: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆର୍‌ଡିଓ) ଓ ଭାରତୀୟ ବାୟୁସେନା (ଆଇଏଏଫ)ର ମିଳିତ ଉଦ୍ୟମରେ ଶୁକ୍ରବାର ସ୍ବଦେଶୀ ରେଡିଓ ଫ୍ରିକୁଏନ୍ସି ସିକର୍ ଲାଗିଥିବା କ୍ଷେପଣାସ୍ତ୍ର ‘ଅସ୍ତ୍ର’ର ସଫଳ ପରୀକ୍ଷଣ କରାଯାଇଛି। ବାୟୁସେନାର ଲଢ଼ୁଆ ଯୁଦ୍ଧ ବିମାନ ସୁ-୩୦ ଏମ୍କେ-ଅ ନ-ଆଇରୁ ଏହି ଏହାକୁ ପରୀକ୍ଷଣ କରାଯାଇଥିଲା ଦୃଶ୍ୟମାନ ପରିଧୁଠାରୁ ବାହାରେ ଆକା ଆକାଶମାର୍ଗରୁ ଆକାଶମାର୍ଗକୁ ଅସ୍ତ୍ର ବିଭିଆରଏଏ ଏନ

ପ୍ରଶଂସା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

୧୦୦ କିଲୋମିଟରରୁ ଅଧ‌ିକ ଦୂରରେ ଥୁବା ଲକ୍ଷ୍ୟକୁ ଭେଦ କରିପାରିବ। ବାଲେଶ୍ଵର ଜିଲ୍ଲା ଚାନ୍ଦି ପୁରଠାରେ ঘু-পা০ এর ଏ ମକେ -ଆଇ ଯୁଦ୍ଧ

ବିମାନରେ ଏହି କ୍ଷେପଣାସ୍ତ୍ରର ବିମାନ ପରୀକ୍ଷଣ କରାଯାଇଥିଲା । କ୍ଷେପଣାସ୍ତ୍ର ଠିକ୍ ଭାବେ ଲକ୍ଷ୍ୟକୁ ଟାର୍ଗେଟ୍ କରି ଧ୍ବଂସ କରିଥିଲା।

ପରୀକ୍ଷଣ ସମୟରେ ସମସ୍ତ ଉପ-ପ୍ରଣାଳୀ ଆଶାଜନକ କାର୍ଯ୍ୟ କରିଥିଲା । ଏଥିରେ ଡିଆରଡିଓ ଦ୍ୱାରା ସ୍ଵଦେଶୀ ଭାବରେ ଡିଜାଇନ୍ ଏବଂ ବିକଶିତ କରାଯାଇଥିବା ରେଡି ଓ ଫ୍ରିକୁଏନ୍ତି ସିକର ମଧ୍ୟ ଅନ୍ତର୍ଭୁକ୍ତ। ଚାନ୍ଦିପୁରର ସମନ୍ବିତ ପରୀକ୍ଷଣ ରେଞ୍ଜ ଟ୍ରାକିଂ ଉପକରଣ ► ଭିତରେ

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button