Education

ସାର ଗୋଦାମରେ ଚଢ଼ଉ, ଦୁଇ ବିକ୍ରେତାଙ୍କୁ ନୋଟିସ୍

ଡାବୁଗାଁ, ୧୧/୭: ଡାବୁଗାଁ ବ୍ଳକ କୃଷି ବିଭାଗ ପକ୍ଷରୁ ଆଜି ବିଭିନ୍ନ ସାର ଗୋଦାମରେ ଚଢ଼ଉ କରାଯାଇ ଦୁଇ ଜଣ ପଞ୍ଜୀକୃତ ସାର ବ୍ୟବସାୟୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି

କରିଛନ୍ତି। ସେମାନେ ହେଲେ ଅଯୋଧ୍ୟା ଗୁପ୍ତା ଓ ନିରୋଜ ଗୁପ୍ତା | ଏଥିସହ କୃଷି ଅଧିକାରୀମାନେ ସାରର ମାନ ପରୀକ୍ଷଣ ପାଇଁ ନମୁନା ଆଣିଛନ୍ତି।

ଡାବୁଗାଁ ବ୍ଲକରେ ସାର ଚଢ଼ା ଦରରେ ବିକ୍ରି ହେଉଥିବା ନେଇ ସମ୍ବାଦରେ ଖବର ପ୍ରକାଶ

ପାଇଥିଲା | କୃଷି ବିଭାଗ ଏହାକୁ ଗୁରୁତର ସହ ନେଇ ଆଜି ଜୁନାପାଣି, ବୋରିଗାଁ ଓ ଘୋଡ଼ାଖୁଣ୍ଡା ଗ୍ରାମର ବିଭିନ୍ନ ପଞ୍ଜିକୃତ ସାର ଗୋଦାମରେ ଚଢ଼ଉ କରିଥିଲେ ।

ପାଇଥିଲେ । ସେହିପରି ୭ଟି ବିଭିନ୍ନ ପ୍ରକାର ସାରର ନମୁନା ସଂଗ୍ରହ କରି ଆଣିଥିଲେ। ଏହାର ପରୀକ୍ଷଣ କରାଯିବା ପରେ ସାରର ମାନ ଠିକ୍ ଅଛି କି ନାହିଁ ଜଣାପଡ଼ିବ ବୋଲି ବ୍ଲକ କୃଷି ଅଧିକାରୀ ସୁଦେଷ୍ଠା ଧଳ ଆଖଣ୍ଡଳମଣି ଷ୍ଟୋର ଉପରେ ମଧ୍ୟ ଚଢ଼ଉ କରାଯାଇଥିଲା। ଏହି ଚଢ଼ଉରେ ବ୍ଲକ କୃଷି ଅଧିକାରୀ ସୁଦେଷ୍ଠା ଧଳ ଓ ଅତିରିକ୍ତ ବ୍ଲକ କୃଷି ଅଧିକାରୀ ସୌମ୍ୟରଞ୍ଜନ ପାତ୍ର ସାମିଲ ଥିଲେ । ଡାବୁଗାଁ ବ୍ଲକର ୧୨ଟି ପଞ୍ଚାୟତରେ ଚଳିତ ଖରିଫ ଋତୁ ପାଇଁ ଚାଷ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଚାଷୀଙ୍କୁ ଆନୁମାନିକ ୨୭୦୦ କୁଇଣ୍ଟାଲ୍ ୟୁରିଆ, ୨୦୦୦ କୁଇଣ୍ଟାଲ୍ ଡିଏପି ଓ ୧୫୦୦୦ କୁଇଣ୍ଟାଲ ପଟାସ୍ ଓ ଅନ୍ୟାନ୍ୟ ସାରର ଆବଶ୍ୟକତା ରହିଛି। ଡାବୁଗାଁ ଲ୍ୟାମ୍ପସ ସହ ୨୩ ଜଣ ପଞ୍ଜିକୃତ ସାର ବ୍ୟବସାୟୀଙ୍କୁ ଡାବୁଗାଁ ବ୍ଲକରେ ବିଭାଗ ପକ୍ଷରୁ ସାର ଯୋଗାଣ ହେଉଥିବା ବେଳେ ଆବଶ୍ୟକରୁ ଅଧିକ ଦରରେ ସାର ବିକ୍ରୟ କରାଯାଉଛି। କୌଣସି କାରଣରୁ ଡାବୁଗାଁ ଲ୍ୟାମ୍ପସରେ ସାର ଯୋଗାଣ ହେଉ ନଥିବାରୁ ଅନ୍ୟ ପଞ୍ଜିକୃତ ସାର ବ୍ୟବସାୟୀମାନେ ଚାଷୀଙ୍କୁ ଚଢ଼ା ଦରରେ ସାର ବିକ୍ରୟ କରୁଥିବା ଅଭିଯୋଗ ହୋଇଛି।

ଭାବ ପ୍ରକାଶ କରିଛନ୍ତି। ସେହିପରି ଜୁନାପାଣିର

ଏଥିସହ ଷ୍ଟକ୍ ଯାଞ୍ଚ କରିଥିଲେ। ଘୋଡ଼ାଖୁଣ୍ଟାର ସାର ବିକ୍ରେତା ନିରୋଜ ଗୁପ୍ତା ଓ ବୋରିଗାଁର ସାର ବିକ୍ରେତା ଅଯୋଧ୍ୟା ଗୁପ୍ତା ବିକ୍ରୟ କେନ୍ଦ୍ର ସମ୍ମୁଖରେ ବୋର୍ଡ ନଟାଙ୍ଗିବା, ପଞ୍ଜିକୃତ କପି ନଦେଖାଇବା ସହ ରେଜିଷ୍ଟର ବ୍ୟବହାର କରୁ ନଥିବା ଦେଖିବାକୁ

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button