DIstrictEntertainmentHealthNationNawarangpurOdisha
ପାପଡାହାଣ୍ଡି ଗୁରୁପୁଣଁମ। ପୂଜ। ଅନୁଷ୍ଠିତ ହୋଇଥିଲ।

ନବରଙ୍ଗପୁର,୧୧/୦୭: ଶିରିଡ ସାଇ ନନରଙ୍ଗପୁର ଜିଲ୍ଲା ପାପାଡାହାଣ୍ଡି ମନ୍ଦିର ରେ ଗୁରୁ ପୂର୍ଣ୍ଣିମା ଅବସରରେ ଅବସରରେ ବାବାଙ୍କ ଅଭିଷେକ, ପୂଜାର୍ଚ୍ଚନା ଓ ହୋମ କରାଯାଇଛି। ଆୟୋଜକ ଭାବେ ମନ୍ଦିର ଟ୍ରଷ୍ଟି ବିଭୂତି ପ୍ର ସମସ୍ତ କାର୍ଯ୍ୟକ୍ରମ ଆୟୋଜିତ ପ୍ରସାଦ ପଣ୍ଡା ‘ରିଥିଲେ। ଏହି ଅବସରରେ ସକାଳ ୬ଟା ୩୦ରେ ସାଇବାବାଙ୍କ ରାଯାଇଥିଲା।
କାକଡ଼ ଆଳତି, ପୂର୍ବାହ୍ନ ୧୦ଟା ଟାରେ ବାବାଙ୍କ ଅଭିଷେକ ଓ ପରେ ପୂଜା, ହୋମ କରାଯାଇ କର୍ତ୍ତାଭାବେ ଶଙ୍କରଲାଲ ଅଗ୍ରୱାଲ ଓ ତାଙ୍କ ସ୍ତ୍ରୀ ବସି ପୂଜା ଓ ହୋମ କରିଥିଲେ। ମଧ୍ୟାହ୍ନ ଆରତୀ ପରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ଶତାକ ଲୋକ ପ୍ରାସାଦ ସେବନ କରିଥିଲେ। ସନ୍ଧ୍ୟା ୬ଟା ୩୦ରେ ଆରତୀ, ରାତ୍ର ୮ଟା ୩୦ରେ ଶେଜ ଆଳତି ହୋଇଥିଲା। ଟୁଷ୍ପରୁ ଧରମପାଲ ଶର୍ମା, ଅଗ୍ରୱାଲ, ସତିଶ ପାଳ, ପ୍ରଦୀପ ପାଣିଗ୍ରାହୀ, ସଦାଶିବ ପ୍ରହରାଜ, ବିମଲ ଜୈନ, ବଳରାମ ସାହୁ, ଦେବରାଜ ନାୟକ, ଝାଡ଼େଶ୍ବର ଜାନୀ, ସଞ୍ଜୀବ