DistrictHealthNationNawarangpurOdisha

ଆମ୍ବୁଲାନ୍ସ ଧକ୍କାରେ ଜଣେ ମୃତ, ୧ ଆହତ

ରାଇଘର, ୯/୭ : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଗଞ୍ଜାପାରା ଠାରେ ଆମ୍ବୁଲାନ୍ଧି ଧକ୍କାରେ ଜଣେ ମୃତ ଜଣେ ଆହତ ସୂଚନା ଅନୁଯାଇ ଦ୍ରୁମରଡ଼ିହି ଗ୍ରାମର ମଙ୍ଗଳ ଲୋହାର ଏବଂ ବିଜୟ ଗଣ୍ଡ ଦୁଇଜଣ ଏକ ମଟରିସାଇକେଲ ଯୋଗେ ରାଇଘର ରୁ ନିଜ ଘରକୁ ଯାଉଥିବା ବେଳେ ଆଗ ଆଡୁ ହାଟଭରଣ୍ଡି ମେଡିକାଲ ରୁ ଏକ ଆମ୍ବୁଲାନ୍ସ ରାଇଘରକୁ ଯାଉଥିଲା ଉଭୟ ପରସ୍ପର କୁ ଧକ୍କାହେବା ଫଳରେ ଦୁଇଜଣ ଘୋଷାଡ଼ି ହୋଇ ୧୦୦ ମିଟର ଦୁରକୁ ଛିଟିକି ପଡିଥିଲା ଘଟଣାସ୍ଥଳରେ ବିଜୟ ମାଝୀଙ୍କ ମୃତ୍ୟୁ ଘଟିଛି ମଡିକାଲ ଭର୍ତି, ଘଟଣା ସ୍ଥଳରେ ରାଇଘର ପୋଲିସ ପହଞ୍ଚି ଦୁର୍ଘଟଣା ଘଟେଇଥିବା ଆମ୍ବୁଲାନ୍ସକୁ ଜବତ କରି ଥାନାରେ ରଖିଛି!

ମଙ୍ଗଳ ଲୋହରା ଆହତ ହୋଇ ରାଇଘର ହସ୍ପିଟାଲରେ ଚିକିସ୍ଚିତ ହେଉଛନ୍ତି

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button