DistrictHealthNationOdishaPolitics

ବାପାଙ୍କ ମୃତ୍ୟୁର ଦିନକ ପରେ ସମୀକ୍ଷା କଲେ ରେଳମନ୍ତ୍ରୀ, ଅଧିକାରୀଙ୍କୁ ଦେଲେ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର, ୧୦/୦୭: ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରେଳବାଇ ବୋର୍ଡର ଅଧ୍ଯକ୍ଷ ଏବଂ ବୋର୍ଡର ସଦସ୍ୟ ଏବଂ ଜୋନାଲ ରେ ରଳବାଇର ମହା ହାପ୍ରବନ୍ଧକ ମାନଙ୍କ ସହିତ ଲେଭଲ୍ କ୍ର ସିଂ ଗେଗୁଡ଼ିକର ସୁରକ୍ଷା କ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି । ପିତାଙ୍କ ମୃତ୍ୟୁର ଗୋଟିଏ ଦିନ ପରେ ବ୍ଯକ୍ତିଗତ ଶୋକ ଏବଂ ଶବଦାହ ମଧ୍ୟରେ ରେଳମନ୍ତ୍ରୀ ରେଳବାଇର ଗୁରୁତ୍ୱପୂର୍ଣ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି ।

ସମୀକ୍ଷାରେ ଲେଭଲ୍ କ୍ରସିଂ ଗେଟ୍ ସୁରକ୍ଷା ବିଷୟ ଉପରେ ଗଭୀର ଆଲୋଚନା ହୋଇଥିଲା। ରେଳମନ୍ତ୍ରୀ ଏହି ସମ୍ପର୍କରେ ୧୧ଟି ଗୁରୁତ୍ୱପୂର୍ଣ ନିଷ୍ପଭି ନେଇଥିଲେ। ସମସ୍ତ ଲେଭଲ୍ କ୍ରସିଂ ଗେଟ୍ (ଖଉ) ରେ ସିସି କ୍ୟାମେରା ଏବଂ ରେକର୍ଡିଂ ସିଷ୍ଟମ୍ ସ୍ଥାପନ, ସୌର ପ୍ୟାନେଲ୍, ବ୍ୟାଟେରୀ ବ୍ୟାକ ଅପ୍, ଟଚଝ ଇତ୍ୟାଦି ମାଧ୍ୟମରେ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ, ଏହି କାର୍ଯ୍ୟ ମି ଶନ ମୋଡ୍‌ରେ ସମାପ୍ତ କରାଯିବା ଉଚିତ ବୋଲି କହିଥିଲେ । ସଡ଼କ ଟ୍ରାଫିକ୍ ନିକଟ ଗେଗୁଡ଼ିକୁ ସଡ଼କ ଟ୍ରାଫିକ୍ ଖୋଲା ଗେଟ୍‌ରେ ପରିଣତ କରିବା ପାଇଁ ନୀତି ସମୀକ୍ଷା କରାଯିବ । ଖଉ ଗେଟ୍‌ଗୁଡ଼ିକର ଇଣ୍ଟରଲକିଂ କାର୍ଯ୍ୟ ମିଶନ ମୋଡ୍‌ରେ ଓଡ଼ିଶା ରାଜନୀତି ସମାପ୍ତ କରାଯିବ। ରେଳବାଇ ଚଝଟଗୁଡ଼ିକ ଇଣ୍ଟରଲକିଂ କାର୍ଯ୍ୟ ↑ ଏବଂ ନିର୍ମାଣ କାର୍ଯ୍ୟରେ ସାମିଲ ହେବେ। ଲେଭଲ କ୍ରସିଂ ଗେଟ୍ ଦୂର କରିବା ପାଇଁ ରୋଡ୍ ଓଭର ବ୍ରିଜ୍ ଏବଂ ରୋଡ୍ ଅଣ୍ଡର ବ୍ରିଜ୍ ଏବଂ କମ୍ ଉଚ୍ଚତା ବ୍ରିଜ୍ ମୋଦୀଙ୍କ ଦ୍ବାରା ଅନୁପ୍ରାଣିତ ହୋଇଥିଲେ।ପିବ । ଯେଉଁଠାରେ ବିବାଦ କିମ୍ବା

ଜନସାଧାରଣଙ୍କ ଦ୍ବାରା ଚାପ ଆକ୍ରମଣର ଘଟଣା ଘଟେ ସେଠାରେ ଗେଟ୍‌ରି ଏକ ତାଲିକା ପ୍ରସ୍ତୁତ – MESSAGE ଓଡ଼ିଶା ରାଜନୀ ସୁରକ୍ଷା ବଳ | ହୋମ ଗାର୍ଡ

ନିୟୋଜନ ସୁନିଶ୍ଚିତ କରାଯିବ। ଏହା ସହିତ ବ୍ଲକ ସେକ୍ସନରେ ଲେଭଲ କ୍ରସିଂ ଗେଟ୍‌ରେ ୧୫ ଦିନିଆ ସୁରକ୍ଷା ଯାଞ୍ଚ ଅଭିଯାନ ମଧ୍ଯ ଆରମ୍ଭ କରାଯାଇଛି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button