BusinessDistrictEducationKoraputNationOdishaPolitics

ବୋରିଗୁମ୍ମା ଖବର ଷ୍ଟର୍ଲିଙ୍ଗ ଚକ ଆନ୍ଦୋଳନ

ବୋରିଗୁମ୍ମା, ୦୯/୦୭: ଓଡିଶା ଡ୍ରାଇଭର ଆସୋସିଏସନର “ଷ୍ଟିଅରିଂ ଚକ” ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ଏହି ଆନ୍ଦୋଳନକୁ ବୋରିଗୁମ୍ମା ପ୍ରେସ କ୍ଲବ(ଓଡିଶା ଷ୍ଟାଟ୍ସ ନ୍ୟୁଜ)ସମର୍ଥନ କରିଛି। ସାତ ଦଫା ଦାବିରେ ଡ୍ରାଇଭର ଆସୋସିଏସନ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ କରୁଛି। ଗଣମାଧ୍ୟମ ସହାୟତାରେ ସରକାରଙ୍କ ପାଖରେ ପହଞ୍ଚାଇବାକୁ ବୋରିଗୁମ୍ମା ଡ୍ରାଇଭର ଆସୋସିଏସନର ବାର୍ତ୍ତା।

ପ୍ରେସ କ୍ଲବ ସର୍ବଦା ଆପଣଙ୍କ ସହିତ ଅଛି ବୋଲି ପ୍ରତିକ୍ରିୟା ଦେଇଛନ୍ତି ପ୍ରେସ କ୍ଲବ ନିଉଜ ରିପୋର୍ଟର ଗୋବିନ୍ଦା ତ୍ରିପାଠୀ। ଏହି ପରିପ୍ରେକ୍ଷୀରେ, ବୋରିଗୁମ୍ମା ଡ୍ରାଇଭର ମହାସଂଘର ସଭାପତି ସୁଜିତ କୁମାର ସାହୁ ପ୍ରେସ କ୍ଲବର (ଓଡିଶା ଷ୍ଟେଟ ନ୍ୟୁଜ) ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button