BusinessDistrictEducationHealthKoraputNationOdishaPolitics

ନକଲି ବିଦେଶୀ ମଦ ଜବତ ଚ।ରି ଗିରଫ

ବୈପାରିଗୁଡ଼ା, ୦୯/୦୭ : ବୈପାରିଗୁଡା ଅବକାରୀ ଥାନା ଅନ୍ତର୍ଗତ ବାଲିଗାଁ ଏବଂ ଚନ୍ଦ୍ରଶୁଣ୍ଠି ଗୁଡା ଗ୍ରାମରେ ନକଲି ବିଦେଶୀ ମଦ ଜବତ ସହ ୪ ଜଣକୁ ଗିରଫ କରାଯାଇଛି ନନ୍ଦପୁର ଅବକାରୀ ଇନ୍ସପେକ୍ଟର ଅନ୍ନପୂର୍ଣ୍ଣା ରଥଙ୍କ ନେତୃତ୍ବରେ ବୈପାରିଗୁଡା ଅବକାରୀ ଓଆଇସି ଭଗବାନ ମହାନନ୍ଦିଆ ଏବଂ ଷ୍ଟାଫଙ୍କ ସହଯୋଗରେ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ନକଲି ବିଦେଶୀ ମଦ ଜବତ କରାଯାଇଛି।

ଚନ୍ଦ୍ରଶୁଣ୍ଠିଗୁଡା ଗ୍ରାମର ଲୁକୁନାଥ ବିଷୋୟୀଙ୍କ ଘରେ ଏହି ଚଢ଼ଉ କରାଯାଇଥିଲା ବିକ୍ରି ଉଦ୍ଦେଶ୍ୟରେ ରଖାଯାଇଥିବା ୨୧୬୦ ଲିଟର ନକଲି ବିଦେଶୀ ମଦ ସହ ୬.୬୦୦ ଲିଟର ନକଲି ବିୟର ଜବତ କରାଯାଇଛି ବାଲିଗାଁ ଗ୍ରାମରେ ପହଞ୍ଚି ସୁବାସ ଡାକୁଆଙ୍କ ଘରେ ବିକ୍ରି ଉଦ୍ଦେଶ୍ୟରେ ରଖାଯାଇଥିବା ୨.୩୪୦ ଲିଟର ନକଲି ବିଦେଶୀ ମଦ ସହ ସହ ୨୫.୬୫୦ ଲିଟର ବିୟର ଜବତ କରିଥିଲେ | ପରେ ଚନ୍ଦ୍ରଶୁଣ୍ଠି ଗୁଡା । ଗ୍ରାମର ବିନୋଦ ବିଷୋୟୀ ଏବଂ ଅନାମ ହରିଜନଙ୍କ ଘରୁ ୩୦ ଲିଟର ସଲପ ତାଡ଼ି ଏବଂ ୯ ଲିଟର ଦେଶୀ ମଦ ଜବପ ଦଶୀ ମଦ ଜବତ କରାଯାଇଥିଲା| ସମସ୍ତ ୪ ଜଣକୁ ଗିରଫ କରିବା ସହ କୋର୍ଟ ର୍ଟ ଚାଲାଣ କରାଯାଇଥିବା। । ଅବକାରୀ ଇନ୍ସପେକ୍ଟର ଅନ୍ନପୂର୍ଣ୍ଣା ରଥ ସୂଚନା ଦେଇଛନ୍ତି। ଉଛି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button