BusinessDIstrictNationNawarangpurOdishaPolitics

ଓଡ଼ିଶା ଡ୍ରାଇଭ ମହ।ସଂଘ ଡ୍ରାଇଭର ଏକତ। ମହ।ମଥଂ ଆନୁକୁଲ୍ୟରେ ଜୁଲ।ଇ 8ଠ।ରୁ ଅନିର୍ଦ୍ଦିଷ୍ଟ କ।ଳ ପର୍ଯନ୍ତ ଅଖଚକ ବନ୍ଦ

ନବରଙ୍ଗପୁର, ୦୮/୦୭: ଓଡ଼ିଶା ତ୍ରାଇଭର ମହାସଂଘ ଡ୍ରାଇଭର ଏକତା ମହାମଞ୍ଚ ଆନୁକୂଲ୍ୟରେ ଜୁଲାଇ ୮ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅଖ ଚକ ବନ୍ଦ୍, ଆମର ଦାବୀ, ସୁରକ୍ଷିତ ପାର୍କି ବ୍ୟବସ୍ଥା କରାଯାଉ ଆମର,ଦାବି, ଭୋକ ଶୋଷ ଭୁଲି ଗାଡ଼ି ଚଳା ଉଛୁ ସାମାଜିକ ସୁରକ୍ଷା ଆମେ ମାଗୁଛୁ ମାନି ନିଅନ୍ତୁ ସରକାର, ଢେଙ୍କାନାଳ ଜିଲ୍ଲା, ଓଡାପଡ଼ା ବ୍ଳକରେ ଓଡାପଡା ବ୍ଳକ,୨ନମ୍ବର, କ୍ୟା6 ମ୍ପ ୫ଟି ଗ୍ରାମପଞ୍ଚାତରେ କମଳାଙ୍ଗ ଗ୍ରାମପଞ୍ଚାତ,ମଙ୍ଗଳପୁରୁ, ଗ୍ରାମପଞ୍ଚାତ, କୁଷୁପଙ୍ଗା ଗ୍ରାମପଞ୍ଚାତ, ଶିବପୁରୁ ଗ୍ରାମପଞ୍ଚାତ,ଖତକା ଗ୍ରାମପଞ୍ଚାତ, ତିନିଶରୁ ଅଧିକ, ହେବଡ୍ରାଇଭରମାନେ, ସମସ୍ତ ଅନିଦ୍ଧିଷ୍ଟ କାଳ ପାଇଁ ଷ୍ଟେରିଙ୍ଗ ଛାଡ୍ ଆନ୍ଦୋଳନ କିପରି ସବୁ ପ୍ରକାର ସୁବିଧା ପାଇବାପାଇଁ ସରକାର ଏତେ ଯୁଯନା କରୁଛନ୍ତି ଆମ ପାଇଁ ନାହିଁ କଣ ଡ୍ରାଇଭର ଆଜି ଶୋଷଣ ହେଉଛି ଦେଶ ଅର୍ଥନୀତିକୁ ଆଗେଇ ନେଉଛି ଦେଶ ଅର୍ଥନୀତିକୁ ଆଗେଇ ନେଉଛି ରାଜରାସ୍ତାରେ ଆଜି ଆମେ ହକ୍ ମାଗୁଛୁ

ସେପ୍ଟେମ୍ବର ୧କୁ ଡ୍ରାଇଭର ଦିବସ ମାନ୍ୟତା ଦିଆଯାଉଆମର ଦାବି ୬୦ ବର୍ଷ ପରେ ଡ୍ରାଇଭର ପାଇଁ, ସ୍ବତନ୍ତ୍ର ଭତ୍ତା, ବ୍ୟବସ୍ଥା ଆମର ଦାବି ଡ୍ରାଇଭର ଦାବି ନିର୍ଯ୍ୟ ଦାବି ସରକାର ତୁମେ ମାନି ନିଅ ଶ୍ରମିକ ନୁହନ୍ତି ଅଟେ। ଡ୍ରାଇଭର ୱେଲ୍‌ଫେୟାର୍ ବୋର୍ଡରେ ସାମିଲ କର ବିରୋଧୀଦଳରେଥାଇ ସମର୍ଥନ ଦେଲ ମୁଖ୍ୟମନ୍ତ୍ରୀ ହୋଇ କିଆଁ ଭୁଲିଗଲ ଭୋକ ଶୋଷ ଭୁଲି ଗାଡି ଚାଳାଉଛୁ ସାମାଜିକ ସୁରକ୍ଷା ଆମେମାଗୁଛୁ ଦେଶର ଅର୍ଥନୀତିକୁ ଚଳାଉଛୁ ରାଜରାସ୍ତାରେ ଆଜି ହକମାଗୁଛୁ ରାଜରାସ୍ତାରେ ବସିଛି ଡ୍ରାଇଭର ଆଜି ଦୁଃଖ ଶୁଣିବେ କି ମୋହନ ମାଝୀ ଡ୍ରାଇଭର ଆଜି ରାଜରାସ୍ତାରେ ସରକାର ଗାଡ଼ି ନିଦ୍ରାରେ ରାସ୍ତାରେ ବସିଛି ଆଜି ଡ୍ରାଇଭର ଦୁଃଖ ଶୁଣିବେକି ମୋହନ ସରକାର ବୋଲାଉଛତବଲ,ଇଞ୍ଜିନ ସରକାର ଆମର ଦାବି ଶୌଚାଳୟ ବିଶ୍ରାମଗାର ସ୍ବଚ୍ଛ ଭାରତବୋଲି ପ୍ରଚାର କଲଡ୍ରାଇଭର ଯାଉଛି ଆଜି ଧରି ବୁଢଲବୋଲାଉଛଡବଲ ଇଞ୍ଜିନ ସରକାର ଆମର ଦାବିଶୌଚାଳୟ ବିଶ୍ରାମଗାର, ଗାଡ଼ିର କାଗଜପତ୍ର ଯାଞ୍ଚା କରିବାକ୍ଷମତାକୁ ପୋଲିସଙ୍କୁ ଦିଆନଯାଉ, ଆମର ଦାବୀ ତୁରନ୍ତୁ କରାଯାଉ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button