DIstrictEntertainmentHealthNationNawarangpurOdisha

ପାପଡାହାଣ୍ଡି ରେ ଭ।ଲୁ ଆତଙ୍କ

ନବରଙ୍ଗପୁର, ୦୮/୦୭: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ନିକଟ ଦଳାଇଗୁଡ଼ା ଗ୍ରାମରେ ଆଜି ଆଜି ଏକ ଜଙ୍ଗଲୀ ଭାଲୁ ଅପରାହ୍ନ ସମୟରେ ଗ୍ରାମ ମଧ୍ଯରେ ବୁଲୁଥିବା ଦେଖ୍ ଗ୍ରାମର ଲୋକେ ଆତଙ୍କିତ ହୋଇ ପଡିଛନ୍ତି ।, ଭାଲୁଟି ଦୀର୍ଘଦିନ ହେବ ଗ୍ରାମ ନିକଟରେ ବୁଲୁଛି କିନ୍ତୁ ବନ ବିଭାଗ । ଏଥୂ ପ୍ରତି ଦୃଷ୍ଟି ଦେଉ ନାହିଁ ଲି ଅଭିଯୋଗ ହୋଇଛି ।

ଆଜି ଭାଲୁଟି ଦଳାଇଗୁଡ଼ା ଗ୍ରାମରେ ବୁଲାବୁ ବୁଲି କରି ବୁଢାରଜା ମନ୍ଦିର ରାସ୍ତାରେ ଯାଇ ପାପଡାହାଣ୍ଡି ମସଜିଦ ନିକଟରେ ବୁଲାବୁଲି କରୁ ଥୂବା ସମୟରେ ଲୋକଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଇ ଥୁଲା I ଲୋକେ ଘୋଉଡାଇ ବାରୁ ଭାଲୁଟି ନଦୀ ପୋଲୋ ଦେଇ ସୁନାଡ଼ଙ୍ଗରି ପାଖ ଚିଙ୍ଗୁଡ଼ିସର ଜଙ୍ଗଲ ମଧ୍ୟରେ ପ୍ରବେଶ କରିଛି, ପାପଡାହାଣ୍ଡି ପୋଲିସ ଟିମ ଭାଲୁଟିର ପିଛା କରି ଲୋକଙ୍କୁ ଭାଲୁ ଠାରୁ ଦୂରେଇ ରହିବାକୁ ସୂଚନା ଦେଉଛି । ବର୍ତ୍ତମାନ ଅଂଚଳରେ ଚାଷ କାର୍ଯ୍ୟ ଚାଲୁଥିବାରୁ ଅଂଚଳର ଜନସାଧାରଣ ଏବଂ ଚାଷୀ ଆତଙ୍କିତ ଅବସ୍ଥାରେ ର ରହିଛନ୍ତି କେତେବେଳେ ଲୋକଙ୍କ ଜୀବନ ଯାଇପାରେ ତେଣୁ ବନବିଭାଗ ଏଥ୍ ପ୍ରତି ଦୃଷ୍ଟି ଦେଇ ତୁରନ୍ତ ଭାଲୁକୁ ଉଦ୍ଧାର କରି ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ ଅଂଚଳବାସୀଙ୍କ ତରଫରୁ ଅଭିଯୋଗ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button