ଶିକ୍ଷକ ବଦଳି ପ୍ରତିବାଦରେ ସ୍କୁଲରେ ତାଲା ଠୁଙ୍କିଲେ ଗ୍ରାମବାସୀ

ରାଇଘର, 08/07 ରାଇଘର ରୁ ଟ୍ରାନ୍ସଫର ହୋଇଥିବା ପ୍ରଧାନ ଶିକ୍ଷକଙ୍କୁ । ପୁନର୍ବାର ଯୋଗ ଦେବାକୁ ଦିଆନଯିବା ନେଇ ତୁରୁଡି ଗ୍ରାମବାସୀ ସ୍କୁଲ ରେ ତାଲା ମାରି ମୁଖ୍ୟ ଫାଟକ ସାମ୍ନାରେ କରିଥିଲେ ବିକ୍ଷୋବ ନୂଆରେ ଆସିଥିବା ପ୍ରଧାନ ଶିକ୍ଷକ ଯେ କି ଗତ ମାସ ୨୫ ତାରିଖରେ ଯୋଗ ଦେଇଥିଲେ ସେହିଁ ଏଠାରେ ଝିବେ ଏହାଥୁଲା ଗ୍ରାମବାସୀ ତ ତଥା . ଛାତ୍ର ଛାତ୍ରୀଙ୍କ ଦାବି ଖବର ପାଇ ଘଟଣା ଟଣା ସ୍ଥଳରେ ପହଞ୍ଚି ଥ୍ ଲେ ସ୍ଥାନୀଯ ୟ ବି ଇ ଓ ବିକାଶ ଚନ୍ଦ୍ର ସରକା କାର ଗ୍ରାମବାସୀ ତଥା ଛାତ୍ରୀଙ୍କୁ ବୁଝାଇବାକୁ କୁ ଚେଷ୍ଟା କରିବା ସହ ଏହାର ସମ ମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ଗ୍ରାମ ବାସୀ ଙ୍କ ଅଭିଯୋଗ ଥୁଲା ପୂର୍ବରୁ ଥିବା ق # ପ୍ରଧାନ ଶିକ୍ଷକ ଦେଓ ଦାସ ସ ଶତନାମି ସବୁବେଳେ ସ୍କୁଲ କୁ ନିଶା ସେବନ କରି । ଆସୁଥିଲେ, ସ୍କୁଲ ପରିବେଶ ଠିକ । ଠିକ ରଖୁନଥୁଲେ ଗତ ଗତବର୍ଷ ପିଲାମାନଙ୍କୁ ଡ୍ରେସ ଦେଇନଥିଲେ ଏହିପରି ଅଭିଯୋଗ ମାନ ଆଣିବl ସହ ବର୍ତମାନ ନୂତନ ଭାବେ ଗତ ମାସ ୨୫ ତାରିଖ ରିଖରେ ଯୋଗ ଦେଇଥୁବା କ୍ରିଷ୍ଣା ପଦ ମଣ୍ଡଳ ହିଁ ଏଠାରେ ରୁହନ୍ତୁ ହନ୍ତୁ ଏବଂ ମାତ୍ର
କେଇଟାଦିନରେ କିପରି ପୁଣି ଥରେ ବଦଳି ତାଲିକା ବାହାରି ନିଜ ନିଜ ଜାଗାକୁ ଯିବାକୁ ଜିଲ୍ଲା ଶିକ୍ଷା ଅକାରୀ ଚିଠିକଲେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ତୁରୁଡି ଗ୍ରାମର ବିଶ୍ୱଜିତ ମଜୁମଦାର , ଗୌତମ ଢ଼ାଲି, ସୁରେଶ ସରକାର, ପଙ୍କଜ ସାନା, ରତନ ସିଂ , ସମୀର ติ , ଲିଳିମା ବାଲା, ଜୁଲି ସରକାର ପ୍ରମୁଖ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ପ୍ରକାଶ ଥାଉକି ଗତ ମାସ ଅର୍ଥାତ ଜୁନ ମାସ ୧୬ ତାରିଖ ରେ ତୁରୁଡି ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କୁ ଚନ୍ଦାହାଣ୍ଡି ୟୁ ଜି ଉଚ୍ଚ ଚ୍ଚ ବିଦ୍ୟାଳୟ ବେହେରାମୁଣ୍ଡା ବଦଳି ନିର୍ଦ୍ଦେଶ ହୋଇଥିବାବେଳେ ବାବେଳେ ତେନ୍ତୁଳ ତେନ୍ତୁଳୀଖୁଣ୍ଟି ବ୍ଲକ ସ୍ଥିତ ଝରିଗୁମା କାଶୀ ପ୍ରସାଦ ସାହୁ ନାଡାଲ ଉଚ୍ଚ ବିଦ୍ୟାଳୟ ରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ କୃଷ୍ଣପଦ ମଣ୍ଡଳ ଙ୍କୁ ଉଚ୍ଚ ବିଦ୍ୟାଳୟ କୁ ବଦଳି ନିର୍ବେଶ ହୋଇଥିଲା । ଏହାପରେ ପ୍ରଧାନ ଶିକ୍ଷକ କୃଷ୍ଣପଦ ଜୁନ ୨୫ ତାରିଖରେ ତୁରୁଡ଼ିହି ଉଚ୍ଚ ବିଦ୍ୟାଳୟରେ ଯୋଗଦାନ କରି ପ୍ରଧାନ ଶିକ୍ଷକ ଭାବେ କାମ କରିଆସୁଥିଲେ ।