BusinessDIstrictEducationEntertainmentKoraputNationOdishaPolitics

ଲମତାପୁଟ ରେ ଓଡିଶା ଡ୍ରାଇଭର ମହାସଂଘ ର ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ତେଜିଲା

ଲମତାପୁଟ, ୦୮/୦୭: ଲମତାପୁଟ ବଜ଼ାର ଛକ ଠାରେ ଲମତାପୁଟ ଡ୍ରାଇଭର ସଂଘ ତରଫରୁ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ କରାଯାଇଛି! ଓଡିଶା ଡ୍ରାଇଭର ମହାସଂଘ ର ସାତ ଦଫାଦାବୀ ପୂରଣ ନିମନ୍ତେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଏହି ଧାରଣା ରହିବ ବୋଲି ସଙ୍ଘ ନିଷ୍ପତ୍ତି ନେଇଛି! ଅନ୍ୟ ପଟେ ଯାତାୟାତ ପାଇଁ ଯାତ୍ରୀ ମାନଙ୍କ ମଧ୍ୟରେ ନାହିଁ ନଥିବା ଅସୁବିଧା ଦେଖିବାକୁ ମିଳୁଛି |

Sudarsan Rana (Block Reporter) Lamtaput

Related Articles

Leave a Reply

Your email address will not be published. Required fields are marked *

Back to top button