BusinessDistrictEducationNationOdishaPolitics

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଇବେ ‘କଳିଙ୍ଗ ରତ୍ନ’ ସମ୍ମାନ

କଟକ, ୬/୭ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚଳିତ ବର୍ଷର ମର୍ଯ୍ୟାଦାଜନକ ‘କଳିଙ୍ଗ ରତ୍ନ’ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି । ଆସନ୍ତା ୧୫ ତାରିଖ ମଙ୍ଗଳବାର ଅପରାହଣ ସାଢ଼େ ୩ଟାରେ କଟକର ଜବାହରଲାଲ୍ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ସାରଳା ସାହିତ୍ୟ ସଂସଦର ୪୫ତମ ବାର୍ଷିକ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ।

xr:d:DAFAL4fNdQg:4766,j:36432958490,t:22092712

ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀ ପ୍ରଧାନଙ୍କୁ ଏହି ସମ୍ମାନ ପ୍ରଦାନ କରିବେ ବୋଲି ସାରଳା ସାହିତ୍ୟ ସଂସଦର ସଭାପତି ଡକ୍ଟର ପ୍ରଭାକର ସ୍ବାଇଁ ଓ ସଂପାଦକ ଡାକ୍ତର ନିରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି । ସମ୍ମାନସ୍ବରୂପ ତାଙ୍କୁ ସରସ୍ବତୀଙ୍କ ରୌପ୍ୟ ପ୍ରତିମା, ମାନପ‌ତ୍ର ଓ ଉତ୍ତରୀୟ ପ୍ରଦାନ କରାଯିବ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉତ୍କଳ ବିଶ୍ବବିଦ୍ୟାଳୟରୁ ନୃତତ୍ତ୍ଵରେ କୃତିତ୍ବର ସହ ସ୍ନାତକୋତ୍ତର ଡିଗ୍ରି ହାସଲ କରିଛନ୍ତି। ଏହା ବ୍ୟତୀତ ଜଣେ ଛାତ୍ରନେତା ଭାବେ ତାଙ୍କର ସୁନାମ ରହିଛି। ମହାବିଦ୍ୟାଳୟ ତଥା ବିଶ୍ଵବିଦ୍ୟାଳୟ ଛାତ୍ର EQUĀSA ସଫଳତା ଅର୍ଜନ କରିବା ସହ ଭାରତ ସରକାରଙ୍କ ବହୁବାର ମନ୍ତ୍ରୀ, କ୍ୟାବିନେଟ ମନ୍ତ୍ରୀ ମୁଦ ମଣ୍ଡନ କରିଛନ୍ତି। ସୂଚନାଯୋଗ୍ୟ ଯେ ଯେକୌଣସି ଦଶତ ଓଡିଶା ? କରିବାରେ ଶକ୍ଷାର ଭମକ ହଅଛି କ୍ଷେତ୍ରରେ ଜାତୀୟପୁରରେ ପ୍ରତିଷ୍ଠା ଅର୍ଜନ କରିଥିବା ଜଣେ ଓଡ଼ିଆଙ୍କୁ ସାରଳାୟିକ ଶିକ୍ଷା ଯୁବପିଢି ଓଡିଶା ବିକାଶ ସାହିତ୍ୟ ସଂମଦ ପକ୍ଷରୁ ‘କଳିଙ୍ଗରତ୍ନ’ ସମ୍ମାନ ପ୍ରଦାନ କରାଯାଇଥାଏ। ମାନଙ୍କ ଭବିଷ୍ୟତ ସମ୍ଭାବନା ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button