DistrictHealthNationNawarangpurOdisha

ଛତୁ ଖାଇ ଗୋଟିଏ ପରିବାରର ଛଅଜଣ ଅସ୍ଥୁତମେଡିକାଲ ରେ ଭର୍ତି

ରାଇଘର, ୪/୭ : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଗଞ୍ଜାପାରା ପଞ୍ଚାୟତ ର ମାରଙ୍ଗପାଲି ଗ୍ରାମରେ ପାଳ ଛତୁ ଖାଇ ପାଞ୍ଚ ଜଣ ଅସୁସ୍ଥ ହୋଇଥିବା ଜଣା ପଡିଛି ୬ ଜଣ ଗୋଟିଏ । ପରିବାର ର ହୋଇଥିବା ବେଳେ ତିନିଜଣ ଜଣ ସୁସ୍ଥଥିବା ବେଳେ ବର୍ତମାନ ତିନିଜଣ ଙ୍କୁ ରାଇଘର ଘର ପ୍ରାଥମିକ ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିସ୍ଥିତ

ହେଉଥିବା ଜଣା ପଡିଛି ସେମାନେ ହେଲେ କୁଅଁର ଲାଲ ଗଣ୍ଡ ବାପା , ବାଲାକୁ ରାମ ଗଣ୍ଡ ବଡ଼ ପୁଅ , ଦୀନେଶ ଗଣ୍ଡ ମଝିଆ ପୁଅ , ଶି ବଲଲ ଗଣ୍ଡ ସାନ ପୁଅ , ବୁଦୁରାମ ଗଣ୍ଡ (ପୁତୁରା ) ବାଲମତି ଗଣ୍ଡ ( ସ୍ତ୍ରୀ)ଆଜି ଘର ନିକଟରେ ଥିବା ପାଳ ଗଦାରେ ହୋଇଥିବା ଛତୁ ଆଣି ଆଣି ରୋଷେଇ କରି ଖାଇଥିବା ପରେ ପ୍ରାୟ

ହୋଇଥ୍ ଘଣ୍ଟାଏ ପରେ ଗରମ ଲାଗିବା ସହ ମୁଣ୍ଡ ବୁଲେଇଲ ଲା ତା ପରେ ପରେ ଝାଡା ବାନ୍ତି ହୋଇଥିବା ପରିବାର ଲୋକେ କହିଛନ୍ତି ଏହା ପରେ ସେମାନଙ୍କୁ ରାଇଘର ମେଡିକାଲ କୁ ଅଣାଯାଇଥୁଲା ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ ସ୍ଥିର ଥୁବା ସ‌ହ ଉତ୍ତତି ହୋଇଥିବା ଡାକ୍ତର ତପନ ମଣ୍ଡଳ ପ୍ରକାଶ କରିଛନ୍ତି

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button