
ରାମନାଗୁଡା, 04/07: ତାରିଖ ଦିନ ଆଦିବାସୀ ସଂଘର୍ଷ ମୋର୍ଚା (ASM) ତରଫରୁ ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ତହସିଲଦାର କୁଂ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଏହା ପରେ ତହସିଲଦାର ଅତି ଶିଘ୍ର ଆଦିବାସୀ ମାନଙ୍କ କାମ କରିବା ପାଇଁ ଆର ଆଇ, ଏଫ ଆର ସି (ଓମିନ) କୁଂ ପରାମର୍ଶ ଦେଇଛନ୍ତି।
ସମ୍ଭିଧାନ ର 5ମ ଅନୁଛେଦ ଅଞ୍ଚଳରେ ଆଦିମକାଳରୁ ଆଦିବାସୀ ମାନେ ରହୁଥିବା 20 ଗୋଟି ଆଦିବାସୀ ମାନଙ୍କୁ ଘର ଡିହ ପଟ୍ଟା ଓ ଜଗଂଲ ଜମି ର ପଟା ପାଇବା ଅଧିକାର ରହିଛି।
ଆଦିବାସୀ ମାନଙ୍କୁ ଜଗଂଲ ଅଧିକାର ନ ଦେଇ ଧନୀ ସରକାର ପୁଞ୍ଜିପତି କର୍ପୋରେଟ ମାନକୁଂ ଦେବା ର ବ୍ୟବସ୍ଥା କରିଛନ୍ତି l ଆଦିବାସୀ ଅଞ୍ଚଳରେ ଆଦିବାସୀ ମାନଙ୍କୁ ଅଣ-ଆଦିବାସୀ ମାନଙ୍କ ଜମି ଥିଲେ ପଟା ରଦ୍ଧ କରିବା ଓ ଆଦିବାସୀ ମାନଙ୍କ ଜଗଂଲ ଅଧିକାର ନେଇ ଜୁଲାଇ 9 ତାରିଖ ଦିନ ଦେଶ ବ୍ୟାପୀ ଧର୍ମଘଟ ଓ ହଡତାଲ ସଫଳ କରିବା ପାଇଁ ଆଦିବାସୀ ସଂଘର୍ଷ ମୋର୍ଚା (ASM) ର ସର୍ବ ଭାରତୀୟ ନେତା ତ୍ରିପତି ଗମାଙ୍ଗ ଆହ୍ବାନ ଦେଇଛନ୍ତି।
ଊପସ୍ଥିତ ଥିଲେ
ଇଣ୍ଡିମ ଶବର, ଶରତ ଶବର, କୁଶନ ବିଡିକା, ଗଣେଶ ଶବର, ତନମୟ ଶବର, ଅଭି ଶବର, ସୁରେଷ ଶବର, ରାମେଶ୍ବର ଶବର,
ନିବେଦକ
ତ୍ରିପତି ଗମାଙ୍ଗ
Adibasi Sangrasa Morcha (ASM)
ଆଦିବାସୀ ସଂଘର୍ଷ ମୋର୍ଚା(ASM)
ରାମନାଗୁଡା ରାୟଗଡା ଓଡିଶା