DIstrictEducationEntertainmentNationOdishaPolitics

ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ ଓ ଶୀଳାନ୍ୟାସ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଜୟପୁର, ୦୫/୦୭: କେନ୍ଦ୍ର ଶିକ୍ଷାମନ୍ତ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋରାପୁଟ ଜିଲ୍ଲାକୁ ଦୁଇ ଦିନିକିଆ ଗସ୍ତରେ ଆସୁଛନ୍ତି । ଏହାକୁ ନେଇ ରାଜ୍ୟ ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସ୍ଥାନୀୟ ବି ଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳ ନୀ ଜରି ଆରେ ସୂ ଚ ନା ଦେଇଛନ୍ତି । ଆସନ୍ତା ୫ ଏବଂ ୬ ତାରିଖରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କୋର।ପୁଟ ଜିଲ୍ଲାର ବି ଭି ନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ୫ ତାରିଖ ସକାଳ ୬ଟାରେ ସେ ଦାମନଯୋଡି ଗେଷ୍ଟ ହାଉସରେ ପହ‌ଞ୍ଚେ ।

ପରେ ଶାବର ଶ୍ରୀକ୍ଷେତ୍ର କୋରାପୁଟର ବାହୁଡା ଯାତ୍ରାରେ ସେ ସାମିଲ ହେବେ । ଦିନ ୧.୪୫ରେ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ନୂତନ ଗୃହର ଉଦ୍‌ଘାଟନ କରିବା ସହ ୪୮୦ କୋଟି
ଟଙ୍କାର କିଛି ପ୍ରକଳ୍ପ ଶିଳାନ୍ୟାସ କରିବେ। ଏହାପରେ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟରେ ସମୀକ୍ଷା ବୈଠକରେ ଯୋ ପାଗଦେବୋ 3 ୬ ତାରିଖ ସକାଳେ ଓଏସ୍ଏପି ୩ୟ ବାଟାଲିୟନ ପରିସ ରିସରରେ ଏକ ପେଡ୍ ମା କେ ନାମରେ ବୃକ୍ଷ ରୋପଣ ଅଭିଯାନରେ ବୃକ୍ଷ ରୋପଣ ରୋପଣ କରିବେ | ଜୟପୁର ୟପୁରରେ ପହଞ୍ଚି କେନ୍ଦ୍ରୀୟ ବିଦ୍ୟାଳୟ ନୂତନ ଗୃହର ଶିଳାନ୍ୟା ସ ସ ଓ ଅସ୍ଥାନ ସ୍ଥାୟୀ କ୍ୟାମ୍ପ କ୍ୟାମ୍ପସକୁ ଉଦ୍‌ଘାଟନ କରିବେ ।ଏଥ୍ ସହିତ ଜୟପୁର ରେ ବିଜେପି ବିଜେପି କାର୍ଯ୍ୟକର୍ତ୍ତା ସମାବେଶରେ ଯୋଗଦେବେ । କୋରାପୁଟରେ ସ୍କୁଲ ଓ ଉଚ୍ଚ ଶିକ୍ଷା ବିଭାଗ ସମୀକ୍ଷା ବୈଠକରେ ଯୋଗଦେବ ଦବାର କାର୍ଯ୍ୟକ୍ରମ ରହିଥ‌ିବା ଶ୍ରୀ ଗଣ୍ଡ ସୂଚନା ଦେଇଛନ୍ତି। ଏହି ସାମ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ରଘୁରାମ ମାଛ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଜିଲ୍ଲା ବିଜେପି ସଭାପତି ଶିବ ମୁଦୁଲି, ଜୟପୁର ବିଧା ବିଧାୟକ ପ୍ରାର୍ଥୀ ଗୌତମ ସାମନ୍ତରାୟ, ଜୟପୁର ନଗର ସଭାପତି ଏସ୍ ( । ମନୋଜ, ଜିଲ୍ଲା ମେଡିଆ ସେଲ୍ ପ୍ରଭାରୀ ମୀନକେତନ ଦାସ, ବିଜେପି ପି ନେତ୍ରୀ ସୁରଭି ପାଣି, ଭବାନୀ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button