DIstrictHealthNationOdishaPolitics

୧୦୦ ଶଯ୍ୟା ବିଶିଷ୍ଟ ହେବ ହୋମିଓପାଥିକ ମେଡିକାଲ କଲେଜ

ଭୁବନେଶ୍ୱର, 4/7: ନୂଆ ରୂପ ନେବାକୁ ଯାଉଛି ୫୬ ବର୍ଷର ତା. ଅଭିନ୍ନ ଚନ୍ଦ୍ର ହୋମିଓପାଥିକ୍ ମେଡିକାଲ କଲେଜ ହସ୍ପିଟାଲ (ଏମ୍‌.ସିଏଚ୍ )। ଖୁବ ଶୀଘ୍ର ଆଇପିଡିରେ ରୋଗୀଙ୍କ ପାଇଁ ଶଯ୍ୟା ସଂଖ୍ୟା ବଢିବ ।


ଏବେ ଶଯ୍ୟା ସଂଖ୍ୟା ୫୦ ଥିବା ମହିଳା, ପୁରୁଷ ରୋଗୀଙ୍କ ପାଇଁ ୫୦ ଲେଖାଏଁ ଶଯ୍ୟା ବେଳେ ଆଗକୁ ଏହା ୧୦୦ରେ ପହଞ୍ଚିବ। ଏଥିପାଇଁ ଡାକ୍ତରଖାନାରେ କାମ ଆରମ୍ଭ ହୋଇଯାଇଛି । ଯେଉଁ ସ୍ଥାନରେ ଫଟ ସୃଷ୍ଟି ହୋଇଥିଲା ସେସବୁ ସ୍ଥାନରେ ମରାମତି ଚାଲିଥିବାବେଳେ ନୂଆ ବୈଦ୍ୟୁତିକ ଉପକରଣ ଖଞ୍ଜା ଚାଲିଛି।

ହୋଇଥିଲା ତା. ଅଭିନ୍ନ ଚନ୍ଦ୍ର ହୋମିଓପାଥିକ୍ ମେଡିକାଲ କଲେଜ ହସ୍ପିଟାଲ । ଆୟୁଷ ବିଭାଗ ଅଧୀନରେ ଥିବା ଏହି ହସ୍ପିଟାଲରେ ଓପିଡି ସହ ଆଉପିତି ସୁବିଧା ମଧ୍ୟ ରହିଥିଲା । ପରେ ଏଠାରେ ହୋମିଓପର୍ଥିକ ପାଠ୍ୟକ୍ରମ ଆଗମ୍ଭ ହୋଇଥିଲା। ଭୁବନେଶ୍ୱର ସମେତ ଖୋର୍ଦ୍ଧା, କଟକ, ନୟାଗଡ଼,

୧୯୬୯ରେ ରାଜ୍ୟରେ ପ୍ରଥମ କରି ନିର୍ମାଣ

ଗଞ୍ଜାମ, ପୁରବାଣୀର ବହୁ ରୋଗୀ ଏଠାକୁ ଆସି ଚିକିତ୍ସିତ ହେଉଛନ୍ତି । ଦୈନିକ ୨ ଶହ ପଖାପାଖି ରୋଗୀ ଓପିଡିକୁ ଆସିଥାନ୍ତି । ଏଥିସହ ଆଇପିଡିରେ ମଧ୍ୟ ସାଇଟିକା, ବାତ, ମଧୁମେହ, ରକ୍ତଚାପ ରୋଗୀ ଓ ଅର୍ଥୋପେଡିକ୍ଟ ରୋଗୀ ଆଉପିତିରେ ରହି ଚିକିତ୍ସିତ ହେଉଛନ୍ତି I ତେବେ ପୁରୁଣା କୋଠା ହୋଇଥିବାରୁ

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button