BusinessDIstrictKoraputNationOdisha

ଅଲ୍ପକେ ବର୍ତିଲା ରାଉରକେଲା ଏକ୍ସପ୍ରେସ – ଜୟପୁର କୋରାପୁଟ ରେଳ ପଥ ମଧ୍ୟରେ ଭୂସ୍ଖଳନ

ଜଗଦଲପୁରରୁ ଆସୁଥିବା ହୀରାଖଣ୍ଡ ଓ ରାଉରକେଲା ଟ୍ରେନ ବାତିଲ

କୋରାପୁଟ, 02/07 ବଡ ଦୁର୍ଘଟଣାରୁ ବର୍ତିଲା ରାଉରକେଲା ଏକ୍ସପ୍ରେସ ଟ୍ରେନ ଟ୍ରେନ ଆସିବାର କିଛି ସମୟ ପୂର୍ବରୁ ପାହାଡ଼ ଧସି ରେଳ ପଥ ଅବରୋଧ ହୋଇଗଲା, ବର୍ତିଗଲେ ରେଳ ଯାତ୍ରୀ |

କୋରାପୁଟରେ ଲଗାଣ ବର୍ଷା ଲାଗି ରହିଛି ପ୍ରବଳ ବର୍ଷା ଯୋଗୁଁ ରେଳ ଧାରଣା ଉପରେ ମାଟି ଧସିଆସିଛି, ଯଦ୍ୱାରା ରେଳ ପଥ ଅବରୋଧ ହୋଇଛି| କୋରାପୁଟ- ଜୟପୁର ରେଳ ପଥର ଜରଟି ନିକଟରେ ପ୍ରାୟ 3 ଧଣ୍ଟା ସମୟରେ ଘଟିଛି ଏହା ଘଟଣା | ଏହି ପଥରେ ଏବେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ରେଲ ଚଳାଚଳ ବନ୍ଦ କରିଦିଆଯାଇଛି | ସେଥି ଯୋଗୁଁ ଜଗଦଲପୁରଠାରୁ ଆସୁଥିବା ରାଉରକେଲା ଏକ୍ସପ୍ରେସ ଏବଂ ହୀରାଖଣ୍ଡ ଟ୍ରେନ କୋରାପୁୂଟ ପହଞ୍ଚିବାରେ ବିଳମ୍ବ ହେବାର ଆଶା କରାଯାଉଛି |

Amar Kumar Bagh (Chief Editor) Odisha State News

Related Articles

Leave a Reply

Your email address will not be published. Required fields are marked *

Back to top button