
ତେନ୍ତୁ ଳି ଖୁଣ୍ଟି,: 1/7 ନବରଙ୍ଗପୁର ବିଧାୟକ ଶ୍ରୀ ଗୌର ଶଙ୍କର ମାଝୀ ସୋମବାର ତେନ୍ତୁଳିଖଣ୍ଟି ଅମ୍ଳାଭୋଟା ଗ୍ରାମ ପଞ୍ଚାୟତର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଦିୟା ଯାଉଥିବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଚାଉଳର ବିତରଣ ବେଳେ ପହଂଚି ହିତାଧୁକାରୀଙ୍କୁ ଠିକ ରେ ମିଳୁଛି କି ନାହିଁ ଏବଂ ଓଜନ ଅନୁସାରେ ସମସ୍ତେ ଠିକ ଭାବେ ନେବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥୁଲେଛହିତାଧୁକାରୀଙ୍କୁ ସାଧାରଣ ବଣ୍ଟ ବଣ୍ଟନ ବ୍ୟବସ୍ଥାରେ ଦିୟା ଯାଉଥିବା । । ସାମଗ୍ରୀ ଠିକଭାବେ ଦେବା ସହ ବର୍ଷା ଯୋଗୁଁ ହି ତାକ କାରୀ ଆସୁବିଧାର ସମୁଖିନ ହେଉଥ୍ ଉଥୁବାରୁ ପାଲ ଟାଣିବାର ବ୍ୟବସ୍ଥା କରିବାକୁ ଯୋଗାଣ ସହାୟକଙ୍କୁ ନିର୍ଦେଶ ଦେଇଥିଲେ।ଆଜିର ଏହି ଗସ୍ତ ସମୟରେ ବ୍ଳକ ଅଧ୍ଯକ୍ଷା ନିଳେନ୍ଦ୍ରୀ ନାୟକ, ଜିଲ୍ଲା ପରିଷଦ ସଭ୍ୟଛ କ୍ରିଷ୍ଣା ମଞ୍ଜୁରୀ ବିଷୋୟୀ, ମଣ୍ଡଳ ସଭାପତି ଅଭିମନ୍ୟୁ ହରିଜନ, ଅମ୍ଳାଭୋଟା ସରପଞ୍ଚ, ସମିତି ସଭ୍ୟ ଏବଂ ଭାରତୀୟ ଜନତା ପାର୍ଟି ର କାର୍ଯ୍ୟ କର୍ତା ଉପସ୍ଥିତ ଥିଲେ।