DIstrictHealthNationNawarangpurOdishaPolitics

ପୁଣି ଜନନୀ ଯନ୍ତ୍ରଣା : ଖଟିଆରେ ୪ କିମି ବୁହା ହେଲେ ପ୍ରସ୍ତୁତି ମହିଳା

ଝରିଗାଁ 29/6 : ଥମୁ ନି ଜନନୀ ଯନ୍ତ୍ରଣା । ରାସ୍ତା ଖରାପ ଥିବାରୁ ପୁଣି ଖାଟିଆରେ ୫ କିଲୋମିଟର ବୁହାହେଲେ ଗର୍ଭ ବତୀ । ନବରଙ୍ଗପୁର ଜି ଜିଲ୍ଲା ଝରିଗାଁ ବ୍ଲକ ଉପାନ୍ତ ଚକଲାପଦର ପଞ୍ଚାୟତ ସର୍ଗିପାନି ଗ୍ରାମରୁ ଦେଖୁବାକୁ ମିଳିଛି ଜନନୀ ଯନ୍ତ୍ରଣାର କରୁଣ ଚିତ୍ର ।

ସର୍ଗି ପାନି ଗ୍ରାମର ଫୁଲକୁ ସାନ୍ତା ନାମକ ଗର୍ଭବତୀଙ୍କ ହଠାତ ପ୍ରସବ ବେଦନା ଆରମ୍ଭ ହୋଇଥିଲା । ମହିଳାଙ୍କ ସ୍ଵାମୀ ଅଭି ସାନ୍ତା ଆମ୍ବୁଲାନ୍ସକୁ ବାରମ୍ବାର ଫୋନ୍ ? କରି ଥିଲେ ହିଁ ଯୋଗାଯୋଗ ହୋଇପାରି ନଥୁଲା । ତେଣୁ ରାସ୍ତା ଖରାପ ଯୋଗୁଁ ଖଟି ଆରେ ବୋହି ୪ କିମି ଫୁଲଝ ଫୁଲଝଡି ଗ୍ରାମ ନିକଟକୁ ଆଣି ସେଠାରୁ ଏକ ଗାଡି ଭଡ଼ା କରି ଝରି ଗାଁ ମେଡିକାଲ ଅଣାଯାଇଥିବା ଜଣାପଡିଛି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button