
ଉମରକୋଟ,28/6: ସରକାରୀ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ, ଜାମରୁଣ୍ଡା ଠାରେ ଭାରତ ସରକାରଙ୍କ ଶକ୍ତି ବିଭାଗ ଓ ସେଣ୍ଟର ଏନ୍ଭାରର୍ଣ୍ଣମେଣ୍ଟାଲ ଷ୍ଟାଡିସ୍ ଭୁବନେଶ୍ବରଙ୍କ ତରଫରୁ ‘ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ’ ପାଳିତ ହୋଇଯାଇଛି। ଅନୁଷ୍ଠାନର ଅଧକ୍ଷ ଘନଶ୍ୟାମ ମାଝୀଙ୍କ ସଭାପତିତ୍ୱରେ, ଭାପତିତ୍ୱରେ, ଇକୋ କ୍ଲବ ମୁଖ୍ୟ ଡ଼କ୍ଟର ପ୍ରଦୀପ କୁମାର ମିଶ୍ରଙ୍କ ସଂଯୋଜନାରେ, ଗ୍ରାମବାସୀ, ଅଭିଭାବକ, ଛାତ୍ରଛାତ୍ରୀଙ୍କୁ ନେଇ ଏକ ସଚେତନ ସଭା ଅନୁଷ୍ଠିତ ହୋଇଥିଲା। ପ୍ରଥମେ । ସଚେତନତା ତନତା ପାଇଁ ମୁଖ୍ୟ ଅତିଥ୍ ଭାବେ, ଜୟପୁର ଓ ନବରଙ୍ଗପୁରର ମୁଖ୍ୟ ଅକ୍ଷକ ଯନ୍ତ୍ରୀ ଇଂ ସତ୍ୟଜିତ ରାଡ ସମ୍ମାନିତ ଅତିଥ୍ ଭାବେ ସହକାରୀ ବିଦ୍ୟୁତ ପରିଦର୍ଶକ ପରିଦର୍ଶକ ଇଂ ମଙ୍ଗରାଜ କର୍ଭମ୍, ସିଆରସିସି ଚୁବାନ ସାହୁ ଯୋଗ ଦେଇ ବିଦ୍ଯୁତ ନ୍ୟୁତ ଶକ୍ତିର ଶକ୍ତିର ସଦୁପଯୋଗ ପାଇଁ ଆହ୍ୱାନ ଦେଇଥିଲେ।
ଏହାର ଦୁରୁପଯୋଗ କିପରି ମୁହୂର୍ତ୍ତକ ମଧ୍ୟରେ ଧନ ଜୀବନକୁ ନଷ୍ଟ କରିଦିଏ, ସେ ସବୁର ଭିଡିଓ ପ୍ରଦର୍ଶନ କରିଥିଲେ। ଉପସ୍ଥିତ ସମସ୍ତ ସହଭାଗୀ ବିଦ୍ୟୁତ ସୁରକ୍ଷା ପାଇଁ ଶପଥ ଗ୍ରହଣ କରିଥିଲେ । ଥିଲେ । ଏଥିରେ ସହଯୋଗ କରିଥିଲେ, ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ସେମାନେ ହେଲେ, ଅଭିନ୍ନ ଦାସ, ସୁସ୍ମିତା ବିଶ୍ବାସ, ଜିତେନ୍ଦ୍ର ସେଠି, ଆଲୋକ କୁମାର ମାର ଷଣ୍ଡ, ବାଲୁଙ୍କେଶ୍ବର ପ୍ରଧାନ, ପ୍ରିୟବ୍ରତ ପ୍ରଧାନ, ଅନିନ୍ଦିତା ରାୟ, ଅନିଲ କୁମାର ପାତ୍ର, ରମାକାନ୍ତି ମହାରଣା, ସୁଶ୍ରୀ ସର୍ବାଣୀ ମଣ୍ଡଳ, ସୁଶ୍ରୀ ଡାଳିମ୍ବ ଧନ୍ୟବାଦ ଅର୍ପଣ କରିଥିଲେ ସିଦ୍ଧେଶ୍ବର ନାୟକ। ଭତ୍ରା ପ୍ରମୁଖ |