
ନନ୍ଦପୁର,28/6: ଭୂସ୍ଖଳନ ହୋଇଥିବା ଜାଗାରେ ଗୋଟିଏ ମଧ୍ୟ ଚାରାରୋପଣ ହୋଇନାହିଁ I ପାହାଡ଼ ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ରାଇସିଂ ଗ୍ରାମବାସୀ ଆଶଙ୍କାରେ ରହିଛନ୍ତି । ସମଗ୍ର ଜିଲ୍ଲାରେ ଜଙ୍ଗଲ ବିଭାଗ ସମେତ ଅନେକ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ବନୀକରଣ କରାଯାଉଛି। କିନ୍ତୁ ବର୍ଷା ଯୋଗୁ ପାହାଡ଼ରୁ ମାଟି ଅତଡା ଖସୁଥିବା ଜାଗା ଚିହ୍ନଟ ହେଉନାହିଁ I ତଳିଆ ଅଞ୍ଚଳର ଗ୍ରାମ, ଧନ ଜୀବନ ଓ ଜମି ନଷ୍ଟ କରିବାକୁ ଥିବା ବିପଦକୁ ଦୂରୀକରଣ କରାଯାଉ ନାହିଁ। ସେହି ଜାଗାରେ ଚାରାରୋପଣ କରାଯାଇ ପରିବେଶ
ବିଭିନ୍ନ ଯୋଜନାରେ ବହୁ କୋଟି ଟଙ୍କା ଖର୍ଚରେ ଜଙ୍ଗଲ ବିଭାଗ, ବ୍ଲକ୍ ପ୍ରଶାସନ ଓ ଜଳ ଛାୟା ପ୍ରକଳ୍ପ ବନୀକରଣ କାର୍ଯ୍ୟକ୍ରମ ହାତକୁ ନେଉଥିବା ବେଳେ ଏହା ବାଟମଣା ହୋଇଥିବା ଅଭିଯୋଗ ହୋଇଛି। କିନ୍ତୁ ବାସ୍ତବିକ୍ ସ୍ଥିତି ସମ୍ପୂର୍ଣ୍ଣ ଅଲଗା। କୋରାପୁଟ ଜିଲା ନନ୍ଦପୁର ବ୍ଲକ୍ ରାଇସିଂ ପଞ୍ଚାୟତ ସଦର ମହକୁମାରେ ଥିବା ପାହାଡ଼ ତଥା ବଡଡଙ୍ଗରରେ ୧୭ବର୍ଷ ତଳେ ଭୂସ୍ଖଳନ ଯୋଗୁ ମାଟି ଅତଡ଼ା ଖସି ଜମି ଓ ଚାଷ
ଆଶଙ୍କାରେ ରାଇସିଂ
ସନ୍ତୁଳିତ କରିବା ସହ ବନୀକରଣ କରାଯାଉ ନାହିଁ I ଜଙ୍ଗଲ ସୃଷ୍ଟି କରି ମାଟି ଅତଡ଼ା ଖସିବା ଭଳି ବିପଦରୁ ଲୋକଙ୍କୁ ସୁରକ୍ଷା ଦେବାକୁ କେହି ଆଗଭର ନୁହନ୍ତି। ବର୍ଷା ହେବା ମାତ୍ରେ ନନ୍ଦପୁର ବ୍ଲକ୍ ରାଇସିଂ ପଞ୍ଚାୟତର ସଦର ମହକୁମା ବାସିନ୍ଦା ଭୟ ଓ ଆଶଙ୍କାରେ ରହୁଥିବା ଦେଖିବାକୁ ମିଳୁଛି। ଗ୍ରାମବାସୀଙ୍କ କହିବା ମୁତାବକ ୧୭ବର୍ଷ ତଳେ ଘନର ବର୍ଷା ମୋଗ
ଗ୍ରାମ ପାର୍ଶ୍ଵରେ ଥିବା ବଡଡଙ୍ଗରରୁ ମାଟି ଅତଡ଼ା ଖସି ଗ୍ରାମ ନିକଟରେ ଥିବା ସମସ୍ତ ଚାଷଜମି ଓ ଚାଷ ନଷ୍ଟ ହୋଇଥିଲା। ଉକ୍ତ ପାହାଡ଼ର ମାଟି ଅତଡା ଖସିଥିବା ଜାଗା ଏଯାଏ ବିପଦସଙ୍କୁଳ ଅବସ୍ଥାରେ ରହିଛି। ସମ୍ଭାବ୍ୟ ବାତ୍ୟା କିମ୍ବା ବର୍ଷା ହେବା ମାତ୍ରେ ଭୂସ୍ଖଳନ ଆଶଙ୍କାକରି ବ୍ଳକ୍ ଓ ପଞ୍ଚାୟତ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ହେବାକୁ ଚେତାବନୀ ଦେଉଛନ୍ତି। କିନ୍ତୁ ଉକ୍ତ ଜାଗାରେ ଚାରାରୋପଣ କରି ଭୂସ୍ଖଳନ ରୋଜିବାକୁ କୌଣସି ବ୍ୟବସ୍ଥା କରାଯାର ଓ ମନା ଲୋରେ ଅଭିମୋଗ
କରିଛନ୍ତି। ଏ ସମ୍ପର୍କରେ ନନ୍ଦ ବନପାଳ ଗୋପୀନାଥ ପାଇଁ ପଚାରିବାରୁ ରାଇସିଂ ବଡତା ପାହାଡି ସେମିଳିଗୁଡା ବନାଞ୍ଚଳ (ନନ୍ଦ ବନପାଳ) ଅଧୀନରେ ରହିଛି। ଆଏଫ୍, ପିଆରଏଫ୍ ଓ ଡିପିଏଫ୍ ଆ ନ ହୋଇ ଜଙ୍ଗଲ ବ୍ଲକ ହୋଇ ବନୀକରଣରେ କାମ୍ପା ପାଣ୍ଠିର ବିନିଜେ ହୋଇପାରୁନାହିଁ। ବନାଞ୍ଚଳ ଓ କୋରା ବନଖଣ୍ଡ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ଏମ୍ଜିଏନ୍ଆରଇଜିଏସ୍ରେ ପାହାଡ଼ରେ ଚାରାରୋପଣ କରି
ଜଙ୍ଗଲ ବିଭାଗ, ମନରେଗା, ଜଳଛାୟା ପ୍ରକଳ୍ପର ବନୀକରଣ ଯୋଜନାର ବାସ୍ତବ ସ୍ଥିତି,, CMO Odisha Koraput Forest Division District Magistrate Koraput