DIstrictEntertainmentNationNawarangpurOdishaPolitics

ଚତୁର୍ଦ୍ଧାମୂରତିଙ୍କୁ ଙ୍କୁ ପାଖରେ ପାଇ ଭାବବିହ୍ବଳ ଭକ୍ତ

ତେନ୍ତୁଳିଖୁଣ୍ଟି:28/6 ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀସ୍ଥିତ ଗୋପାଳ ଶ୍ରୀକ୍ଷେତ୍ରରେ ଆଡ଼ମ୍ବର ସହକାରେ ପାଳିତ ହୋ ହୋଇଯାଇଛି ମହାପ୍ରଭୁଙ୍କ ଘୋଷଯାତ୍ରା | ଦିବା ଦୁଇଘଣ୍ଟା ସମୟରେ ଚତୁର୍ଦ୍ଧାମୂର୍ତିଙ୍କ ପହଣ୍ଡି ଯାତ୍ରା ଅନୁଷ୍ଠିତ ହୋଇଥିଲା | ପରେ ମହାରାଜା

ନିମନ୍ତ୍ରଣ, ଛେରାପହଁରା ଏବଂ ଡାହୁକ ନିମନ୍ତ୍ରଣ ଆଦି କରାଯାଇ ସନ୍ଧ୍ୟା ପ୍ରାୟ ୫ଟାରେ ରଥଟଣ ଥଟଣା ହୋଇଥିଲା I ରଥାରୂଢ ଚତୁର୍ଦ୍ଧାମୂର୍ତିଙ୍କୁ ଦର୍ଶନ ପାଇଁ ଇନ୍ଦ୍ରାବତୀ ବଜାରରେ ଭକ୍ତଙ୍କ ଭିଡ଼। ଲାଗିଥିଲା I ହଜାର ହଜାର ସଂଖ୍ୟାରେ ଜଗନ୍ନାଥ ପ୍ରେମୀ ଆସି ମହାପ୍ରଭୁଙ୍କ ରଥ ଦଉଡି଼। ଘଡ଼ି ସ୍ପର୍ଶ କରି ରଥଟଣାରେ ର ନିଜକୁ ସାମିଲ କରି କରିଥିଲେ । I ମହାରାଜା ବେଶରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ପ୍ରଥମ ସେବକ ଗୋପାଳ କୃଷ୍ଣ ଭଞ୍ଜ ମହାପ୍ରଭୁଙ୍କ ରଥରେ ଛେରାପହଁରା ସମେତ ପୂଜାର୍ଚ୍ଚନା କରିଥିଲେ I ରଥକୁ ଫୁଲସଜ୍ଜିତ କରିବା ପାଇଁ ସରସ୍ବତୀ ଶିଶୁବିଦ୍ୟାମନ୍ଦିର ଗୁରୁଜୀ ସଞ୍ଜୟ ବେହେରା, ଜିତେନ୍ଦ୍ରିୟ ମହନ୍ତ, ଜଗଦେବ କେଶରୀ ସାମନ୍ତ ପ୍ରମୁଖ ପ୍ର ସହଯୋଗ କରିଥିଲେ । ପାରମ୍ପରିକ ଝୋଟିରେ ଗୋପାଳଶ୍ରୀକ୍ଷେତ୍ର ରାଜରାସ୍ତା ସଜ୍ଜିତ ହୋଇଥୁଲା I ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ଉନୟନ ଅଧିକାରୀ ମନୋଜ ।ଜ କୁମାର ପାଣିଗ୍ରାହୀ ରଥରେ ପୂଜାର୍ଚ୍ଚନା କରିଥିଲେ I ଗୋପାଳ ଶ୍ରୀକ୍ଷେତ୍ର ମହାପ୍ରଭୁଙ୍କ ମୁଖ୍ୟ ପୂଜକ କୃଷ୍ଣଚନ୍ଦ୍ର କୃଷ୍ଣଚନ୍ଦ୍ର କର, ବଡ଼ ପଣ୍ଡା ବିଜୟ କୁମାର ପଣ୍ଡା, ଗୋପାଳ ପଣ୍ଡା, ବାବୁଲି ) ପତି, ପତି, ମି ମିଟୁ ମିଶ୍ର, ଭଗବାନ ସାହୁ, ମନୋଜ ନାଜ ମହାପାତ୍ର, ନ ବିଜୟ ପାଣିଗ୍ରାହୀ, ଆନନ୍ଦ ନେପାକ, ସୁଶାନ୍ତ ସାହୁ, ଶ୍ରୀଧର ପଣ୍ଡା, ପ୍ରମୋଦ ଦ ପଣ୍ଡା, ମନୋଜ ଦାସ, ମଧୁସୂଦନ ପଣ୍ଡା, ଶ୍ରୀନିବାସ ମିଶ୍ର, ଦୂଶ ଦୂଶାସନ ଗେ ଗୋଛାଯତ ତ ପୂଜାକାର୍ଯ୍ୟରେ ସହଯୋଗ କରିଥିଲେ I ଓଡ଼ିଶା ଚାଳକ ମହାସଂଘ ସଂଘ, ବିଜେପି ଜପି ଯୁବମୋର୍ଚ୍ଚ ମାର୍ଚ୍ଚା, ବିଶ୍ବହିନ୍ଦୁ ପରିଷଦ କାର୍ଯ୍ୟବର୍ଦାନ *ସମେତ ମ୍ପାନିଗୁଡ଼ା ଥାନା ଅଧିକାରୀ କାରୀ ହରିଶ ଚନ୍ଦ୍ର ଗୋଲାରିଙ୍କ କରିଥିଲେ I ବଧାନରେ ପୁଲିସ ପ୍ରଶାସନ ଉପସ୍ଥିତ ରହି ଶୃଙ୍ଖଳା ରକ୍ଷା କରିଥିଲ।

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button