DIstrictNationNawarangpurOdishaPolitics

କ୍ଷମତାକୁ ବଞ୍ଚାଇବାକୁ ଜରୁରିକାଳୀନ ପରିସ୍ଥିତି ସୃଷ୍ଟି କରିଥ୍‌ଲା କଂଗ୍ରେସ

ନବରଙ୍ଗପୁର,28/6 :ତତ୍କାଳନୀ ପ୍ରଧାନମନ୍ତ୍ରୀ ଇନ୍ଦରାଗାନ୍ଧୀ ନିଜର ଏମ୍‌ପି ପଦ ଓ କ୍ଷମତାକୁ ବଞ୍ଚାଇବାକୁ ଯାଇ କଂଗ୍ରେସ ଶାସନ କାଳରେ ୫୦ ବର୍ଷ ତତଳେ ଦେଶରେ ଜରୁରିକାଳୀନ ପରିସ୍ଥିତି ଜାରୀ କରିଥିଲେ। ଏହା ଗଣତନ୍ତ୍ର ବ୍ୟବସ୍ଥାରେ ଏକ କଳା ଅଧ୍ୟାୟ ବୋଲି ନବରଙ୍ଗପୁର ସର୍କିଟ ହାଉସ୍‌ରେ ଭାଜପା ପକ୍ଷରୁ ଗୁରୁବାର ଆୟୋଜିତ ଖବରଦାତା ସମ୍ମିଳନୀରେ ନବରଙ୍ଗପୁର ଏମ୍‌ପି ବଳଭଦ୍ର ମାଝୀ କହିଛନ୍ତି। ଏହି କଳା ଅଧ୍ୟାୟ ଯେମିତ ଆଗାମୀ ଦିନରେ ପିଢ଼ିକୁ ପୁନାରୁବୃରି ନ ହୁଏ, ଏବଂ ଏ ନେଇ ସଚେତନ କ କରାଯାଉଥିବା ଭାଜପ। ର ନେତାମାନେ କହିଛନ୍ତି। ବିରୋଧ ଦଳ


ନେତା, ଖବରଦାତା ବରଦାତା, ଓକିଲଙ୍କୁ ଲଙ୍କୁ ଜେଲ୍ ବନ୍ଦ କରିଦେଇଥିଲେ। ପୁରୁଷ ବନ୍ଧ୍ୟାକରଣ କରି ଲୋକଙ୍କ ଉପରେ ଜୁଲୁମ୍ କରାଯାଇଥିବା ନେଇ ଭାଜପା ନେତାମା ମାନେ କହିଛନ୍ତି I କଂଗ୍ରେସ ସମି ସମ୍ବିଧାନର ୩୭ ଅନୁଚ୍ଛେଦକୁ ବଦଳାଇ ସମ୍ବିଧାନ ମୂଳଭିଭିକୁ ଦହଲାଇ ଦେଇଥୁବା ସେମାନେ କହିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ଝରିଗାଁ ବିଧାୟକ ନରିସିଂହ ଭତ୍ରା, ମନ୍ତ୍ରୀ ପ୍ରତିନିଧ୍ ରମେଶ ସାହୁ, ରାମେଶ୍ବର ଜେନା, ପୂର୍ବତନ ଜିଲା ସଭାପତି ଜଗଦୀଶ ଚନ୍ଦ୍ର ବିଷୋୟୀ, ମୃତ୍ୟୁଞ୍ଜୟ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button